Uncategorized

ଜନଶୁଣାଣିରେ ପ୍ରଶାସନ ଜନତା ମୁହାଁମୁହିଁ

ବଲାଙ୍ଗୀର: ଜିଲ୍ଲାର ବେଲପଡା ତହସିଲ ଅନ୍ତର୍ଗତ ରାଡବାହାଳ ଗ୍ରାମରେ ଗ୍ରାଫାଇଟ ଖଣି ଖନନକୁ ନେଇ ତଥା ୧୩.୮୦୦ ମେଟ୍ରିକଟନ ପ୍ରକଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ଓଡିଶା ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ପରିବେଶୀୟ ମଞ୍ଜୁରୀ ନିମନ୍ତେ ଆବଶ୍ୟକ ପଡୁଥିବା ଜନଶୁରାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେ।।ଇ ଯାଇଛି ।
ଏହି ଜନ ଶୁଣଣି କାର୍ଯ୍ୟକ୍ରମରେ ବଲାଙ୍ଗୀରର ଅତିରିକ୍ତ ଜିଲ୍ଲାପାଳ ପରକ୍ଷିତ ସେଠି ପରିବେଶ ବୈଜ୍ଞାନିକ ଡ. ସତ୍ୟନାରାୟଣ ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କିଛି ଲୋକ ଖଣି ଖନନକୁ ସମର୍ଥନ କରୁଥିବା ବେଳେ କିଛି ଲୋକ ରାଲି କରି ଖଣି ଖନନକୁ ବିରୋଧ କରିଥିଲେ । ପ୍ରଶାସନିକ ଅଧିକାରୀଙ୍କ ଗାଡିକୁ ଦୀର୍ଘ ସମୟ ଧରି ଅଟକାଇ ରଖିଥିଲେ । ସମସ୍ତଙ୍କ ମତ।।ମତ ନେଇ ଖଣି ଖନନ କାର୍ଯ୍ୟ ଆଗୁବଢାଯିବାର ପ୍ରତିଶ୍ରୁତି ଦେଲା ପରେ ଅନ୍ଦୋଳନକାରୀ ଆନ୍ଦୋଳନରୁ ପ୍ରତ୍ୟାହୃତ ହୋଇଥିଲା ।

Related posts

ଚାଷୀମାନେ ଭୀକାରି ନୁହଁନ୍ତି: ନାନା ପାଟେକର

mahabharatanews

ଶ୍ରୀଲଙ୍କାରେ ଲାଗିଲ କର୍ଫ୍ୟୁ

mahabharatanews

ଏନଆରସି ଡାଟା ଅଫଲାଇନ ହୋଇଛି: ଗୃହନ୍ତ୍ରଣାଳୟର ସ୍ପଷ୍ଟିକରଣ

mahabharatanews