ଶିକ୍ଷା

ଜେଇଇ ଆଡଭାନ୍ସ ୨୦୨୧ ପଞ୍ଜିକରଣ ବାତିଲ

ଭୁବନେଶ୍ୱର: ଆଇଆଇଟି ଖଡଗପୁରର ଜେଇଇ ଆଡଭାନ୍ସ ୨୦୨୧ ପାଇଁ ପଞ୍ଜିକରଣ ତାରିଖକୁ ବାତିଲ କରି ଦିଆଯାଇଛି । ପୂର୍ବରୁ ଜେଇଇ ଆଡଭାନ୍ସ ୨୦୨୧ ପାଇଁ ଆଜିର ଦିନ ଧାର୍ଯ୍ୟ ହୋଇଥିଲା । ଏବେ ଜେଇଇ ଆଡଭାନ୍ସ ୨୦୨୧ ରେଜିଷ୍ଟ୍ରେସନ ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବାକୁ ଯାଉଛି । ପ୍ରାର୍ଥୀଙ୍କୁ ଜେଇଇ ଆଡଭାନ୍ସର ଅଫିସିଆଲ ସାଇଟ ହରରବୟଙ୍ଖ.ବମ.ସଦ୍ଭରୁ ସମସ୍ତ ଆନୁଷଙ୍ଗିକ ତଥ୍ୟ ଉପଲବ୍ଧ ହେବ । ଅଫିସିଆଲ ନୋଟିସ ଅନୁଯାୟୀ, ୨୦୨୧ ଜେଇଇ ମେନ ଫଳ ବାହାରିବାରେ ବିଳମ୍ବତା ପାଇଁ ତାରିଖ ଘୁଞ୍ଚା ଯ।।ଇଛି ।

Related posts

ସମ୍ବଲପୁର ଓ ବଲାଙ୍ଗୀରରେ ପ୍ରତିଷ୍ଠା ହେବା ୨ ନୂଆ ଆଇଟିଆଇ

mahabharatanews

ନଭେମ୍ବର ୨୩ରୁ ମାଟ୍ରିକ ସମ୍ମେଟିଭ ପରୀକ୍ଷା

mahabharatanews

ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି

mahabharatanews