(ମୋନାଲିସା ମିଶ୍ର/ଢେଙ୍କାନାଳ): ରାଜ୍ୟରେ ବଳବତ୍ତର ରହିଥିବା ଲକ-ଡ଼ାଉନ ପାଇଁ ଆଜିଠାରୁ ସରକାର ଏହି ଲକ ଡ଼ାଉନକୁ ନେଇ ତୃତୀୟ ପର୍ୟ୍ୟାୟର ବିଭିନ୍ନ ଘୋଷଣା କରିଛନ୍ତି।ରାଜ୍ୟ ସରକାର ,ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଜିଠାରୁ ବିଭିନ୍ନ ଜୋନ ଭିତ୍ତିକ ଯଥାକ୍ରମେ ରେଡ଼,ଗ୍ରୀନ ଓ ଅରେଞ୍ଜ ଜୋନ କାଟାଗୋରୀରେ ବିଭକ୍ତ କରିଛନ୍ତି। ତେବେ,ଏହି ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ଜୋନ କାଟାଗୋରୀରେ ରଖାଯାଇଛି।ଏ ନେଇ ସରକାରୀ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା…
previous post
next post