(ମହାଭାରତ): ଅ।ରମ୍ଭ ହୋଇଯାଇଛି ଖରମାସ ବା ମଳମାସ । ଏହି ମାସରେ ସ୍ୱତନ୍ତ୍ର ଭାବେ ସୂର୍ଯ୍ୟଦେବ ଓ ଭଗବାନ ବିଷ୍ଣୁଙ୍କ ପୂଜା ଉପାସନା କରିବାର ବିଶେଷ ମହତ୍ତ୍ୱ ରହିଛି । ଏଥିସହ ତୀର୍ଥସ୍ଥଳରେ ସ୍ନାନ ଏବଂ ଦାନ ଅ ।ଦି କରିବାକୁ ପୁରାଣରେ ବର୍ଣ୍ଣନା କରାଯାଇଛି । ଏହି ମାସରେ ପ୍ରତିଦିନ ଦାନଧର୍ମ କଲେ ସମସ୍ତ ସମସ୍ୟା ଦୂର ହୁଏ ବୋଲି ବିଶ୍ୱାସ ରହିଛି । ଅ ।ସନ୍ତୁ ଜାଣିବା ମଳମାସରେ କ’ଣ କ’ଣ ଦାନଧର୍ମ କରିବା ଉଚିତ
ପ୍ରତିପଦା: ପ୍ରତିପଦା ତିଥିରେ ଘିଅରେ ପୂର୍ଣ୍ଣ ଏକ ଚା ନ୍ଦିର ପାତ୍ର ଦାନ କରନ୍ତୁ, ଏହା ଦ୍ୱାରା ଅ ।ପଣଙ୍କୁ ମାନସିକ ଶାନ୍ତି ମିଳିବ ।
ଦ୍ୱିତୀୟା ତିଥି: ଦ୍ୱିତୀୟା ଦିନ କଂସାର ପାତ୍ରରେ ସୁନା ରଖି ଦାନ କରନ୍ତୁ ଅ ।ପଣଙ୍କ ଘରେ କେବେ ଧନଧାନ୍ୟର ଅଭାବ ରହିବ ନାହିଁ ।
ତୃତୀୟା: ତୃତୀୟା ତିଥିରେ ଚଣା ଦାନ କରିବା ଦ୍ୱାରା ଜୀବନରେ ସୁଖ ପ୍ରାପ୍ତି ହୋଇଥାଏ ।
ଚତୁର୍ଥୀ: ଚତୁର୍ଥୀ ତିଥିରେ ଖାରକ ଦାନ କରିବା ଦ୍ୱାରା ଲାଭ ମିଳିଥାଏ ।
ପଞ୍ଚମୀ: ଏହି ତିଥିରେ ଗୁଡ଼ ଦାନ କରିବା ଦ୍ୱାରା ମାନ ସମ୍ମାନ ବୃଦ୍ଧି ହୋଇଥାଏ ।
ଷଷ୍ଠୀ: ଏହି ଦିନ ଔଷଧ ଦାନ କରିବା ଦ୍ୱାରା ରୋଗ ବିକାର ଦୂର ହୋଇଥାଏ ।
ସପ୍ତମୀ: ଏହି ତିଥିରେ ଲାଲ୍ ଚନ୍ଦନ ଦାନ କରନ୍ତୁ ।
ଅଷ୍ଟମୀ: ଅଷ୍ଟମୀ ତିଥିରେ ରକ୍ତ ଚନ୍ଦନ ଦାନ କରିବା ଦ୍ୱାରା ପରାକ୍ରମ ବିଥାଏ ।
ନବମୀ: ନବମୀରେ କେସର ଦାନ କରନ୍ତୁ ଭାଗ୍ୟ ଉଦୟ ହେବ ।
ଦଶମୀ: ଏହି ତିଥିରେ କସ୍ତୁରୀ ଦାନ କରିବା ଦ୍ୱାରା ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।
ଏକାଦଶୀ: ଏହି ଦିନ ଗୋରୋଚନ ଦାନ କରିବା ଦ୍ୱାରା ବୁଦ୍ଧି ବୟ୍ୟ ।
ଦ୍ୱାଦଶୀ: ଦ୍ୱାଦଶୀରେ ଶଙ୍ଖ ଦାନ କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ତଥା ଧନ ଲାଭ ହୋଇଥାଏ ।
ତ୍ରୟୋଦଶୀ: ତ୍ରୟୋଦଶୀ ତିଥିରେ କୌଣସି ମନ୍ଦିରରେ ଘଣ୍ଟି ଦାନ କରିବା ଦ୍ୱାରା ପାରିବାରିକ ସୁଖ ପ୍ରାପ୍ତି ହୋଇଥାଏୟ
ଚତୁର୍ଦ୍ଦଶୀ: ଏହି ତିଥିରେ ଧଳା ମୋତି ଦାନ କରନ୍ତୁ ମନୋବିକାର ଦୂର ହେବୟ
ଅମାବାସ୍ୟା: ଅମାବାସ୍ୟାରେ ନିଶ୍ଚିତ ଭାବେ ଅଟା ଦାନ କରନ୍ତୁ, ଏହା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏୟ
ପୂର୍ଣ୍ଣିମା: ପୂର୍ଣ୍ଣିମାରେ ରତ୍ନ ଦାନ କରିବା ଦ୍ୱାରା ଅପାର ଧନ ପ୍ରାପ୍ତି ହୋଇଥାଏୟ
previous post
next post