ନୂଆଦିଲ୍ଲୀ: ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଥିବା ସୂଚନା ଅନୁଯାୟୀ, ଦେଶରେ ୮୭୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ୨୭୮୯୨ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୬୧୮୪ ଜଣ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ୩୪୨ ଜଣ, ଗୁଜରାଟରେ ୧୫୧ ଜଣ, ମଧ୍ୟପ୍ରଦେଶରେ ୧୦୩ ଜଣ, ଦିଲ୍ଲୀରେ ୫୪ ଜଣ, ରାଜସ୍ଥାନରେ ୩୩ ଜଣ, , ଆନ୍ଧ୍ରପ୍ରଦେଶରେ ୩୧ ଉତ୍ତରପ୍ରଦେଶରେ ୨୯, ତେଲେଙ୍ଗାନାରେ ୨୬ ଜଣ, ତାମିଲନାଡୁରେ ୨୪ ଜଣ, ପଶ୍ଚମବଙ୍ଗରେ ୨୦ ଜଣ, କର୍ଣ୍ଣାଟକରେ ୧୯ ଜଣ, ପଞ୍ଜାବରେ ୧୮ ଜଣ ଜଣ, ଜମ୍ମୁ ଓ କଶ୍ମୀରରେ ୬ ଜଣ, କେରଳରେ ୪ ଜଣ, ହରିୟାଣାରେ ୩ ଜଣ, ଝାଡ଼ଖଣ୍ଡରେ ୩ ଜଣ, ବିହାରରେ ୨ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ ଓ ଆସାମରେ ୧ଜଣ ଅଛନ୍ତି ।
ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୦୯୭), ଅରୁଣାଚଳ ପ୍ରଦେଶ (୧), ଆସାମ (୩୬), ବିହାର (୨୭୪), ଚଣ୍ଡିଗଡ଼ (୩୦), ଛତିଶଗଡ଼ (୩୭), ଦିଲ୍ଲୀ (୨୯୧୮), ଗୋଆ (୭), ଗୁଜରାଟ (୩୩୦୧), ହରିୟାଣା (୨୮୯), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୫୨୩), ଝାଡ଼ଖଣ୍ଡ (୮୨) କର୍ଣ୍ଣାଟକ (୫୦୩), କେରଳ (୪୫୮), ଲଦାଖ (୨୦), ମଧ୍ୟପ୍ରଦେଶ (୨୦୯୬), ମହାରାଷ୍ଟ୍ର (୮୦୬୮), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୦୩), ପୁଦ୍ଦୁଚେରୀ (୭), ପଞ୍ଜାବ (୩୧୩), ରାଜସ୍ଥାନ (୨୧୮୫), ତାମିଲନାଡୁ (୧୮୮୫), ତେଲେଙ୍ଗାନା (୧୦୦୨), ତ୍ରିପୁରା (୨), ଉତ୍ତରାଖଣ୍ଡ (୫୦), ଉତ୍ତରପ୍ରଦେଶ (୧୮୬୮) ଓ ପଶ୍ଚିମବଙ୍ଗ (୬୪୯) ।
ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୧), ଆନ୍ଧ୍ରପ୍ରଦେଶ (୨୩୧), ଅରୁଣାଚଳ ପ୍ରଦେଶ (୧), ଆସାମ (୨୭), ବିହାର (୫୬), ଚଣ୍ଡିଗଡ଼ (୧୭), ଛତିଶଗଡ଼ (୩୨), ଦିଲ୍ଲୀ (୮୭୭), ଗୋଆ (୭), ଗୁଜରାଟ (୩୧୩), ହରିୟାଣା (୧୭୬), ହିମାଚଳ ପ୍ରଦେଶ (୨୨), ଜମ୍ମୁ ଓ କଶ୍ମୀର (୧୩୭), ଝାଡ଼ଖଣ୍ଡ (୧୩), କର୍ଣ୍ଣାଟକ (୧୮୨), କେରଳ (୩୩୮), ଲଦାଖ (୧୪), ମଧ୍ୟପ୍ରଦେଶ (୩୦୨), ମହାରାଷ୍ଟ୍ର (୧୦୭୬), ମଣିପୁର (୨), ଓଡ଼ିଶା (୩୫), ପୁଦ୍ଦୁଚେରୀ (୩), ପଞ୍ଜାବ (୭୧), ରାଜସ୍ଥାନ (୫୧୮), ତାମିଲନାଡୁ (୧୦୨୦), ତେଲେଙ୍ଗାନା (୨୮୦), ତ୍ରିପୁରା (୨), ଉତ୍ତରାଖଣ୍ଡ (୨୮), ଉତ୍ତରପ୍ରଦେଶ (୨୮୯) ଓ ପଶ୍ଚିମବଙ୍ଗ (୧୦୫) ।
