Uncategorized

ପାଣିରେ ବି ପାଇପାରିବେ ଚମକଦାର୍ ତ୍ୱଚା

(ମହାଭାରତ): ତ୍ୱଚାରେ ଦେଖାଯାଉଥିବା ଦାଗ ପାଇଁ ଅଧିକାଂଶ ଝିଅମାନେ ଚିନ୍ତାରେ ପଡିବା ସହ ଘରୋଇ ଉପ•ରର ସାହାଯ୍ୟ ନେଇଥାନ୍ତି । କେବେ କେବେ ମହଙ୍ଗାରୁ ଅତି ମହଙ୍ଗା ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ଅନେକ ଥର ଏହିସବୁ ଉପାୟ ପରେ ମଧ୍ୟ ତ୍ୱଚାରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିନଥାଏ । ଯଦି ଅ ।ପଣ ତ୍ୱଚାରେ ସୌନ୍ଦର୍ଯ୍ୟ ଦେଖିବାକୁ •ହୁଁଛନ୍ତି ତେବେ ପାଣି ବ୍ୟବହାର କରନ୍ତୁ । ଏଥିପାଇଁ କେବଳ ପାଣିରେ ଏହିସବୁ ଜିନିଷ ମିଶାଇ ସେବନ କରନ୍ତୁ । ଏପରି କରିବା ଦ୍ୱାରା ଶରୀର ଡିଟକ୍ସ ହେବା ସହ ଶରୀର ଭିତରୁ ଅପରିସ୍କାର ଜିନିଷ ବାହାରିଯାଇଥାଏ ।
ଚିୟା ସିଡ୍:
ଏହା ତୁଳସୀ ପ୍ରଜାତିର ମଞ୍ଜି, ଏହି ମଞ୍ଜିରେ ଅଲ୍ଫା ଲିପୋଇକ ଏସିଡ ପ୍ରଚୁର ମାତ୍ରାରେ ରହିଥାଏ । ଏହା ତ୍ୱଚାର ଲୋ•ପଣ ଦୂର କରିବାରେ ସାହାଯ୍ୟ କରିଥାଏ । ଏହାବ୍ୟତୀତ ଚିୟା ସିଡ୍ରେ ଓମେଗା-୩ ଏବଂ ଓମେଗା-୬ ଫ୍ୟାଟି ଏସିଡ ରହିଥାଏ, ଯାହା ମୃତ ତ୍ୱଚାକୁ ସତେଜ୍ କରିବାରେ ସାହାଯ୍ୟ କରିଥାଏ ।
ପୋଦିନା ପାଣି:
ପୋଦିନା ପାଣି ପିଇବା ଦ୍ୱାରା ପେଟ ସଫା ରହିବା ସହ ତ୍ୱ•ରେ ଚମକ ଅ ।ସିଥାଏ । ଏହି ପାଣି ସେବନ କରିବା ଦ୍ୱାରା ତ୍ୱ•ରେ ଗୋରାପଣ ଅ ।ସିଥାଏ ।
ଡାଲଚିନି:
ପିଇବା ପାଣି ପୁଟାଇବା ସମୟରେ ସେଥିରେ ଅଳ୍ପ ଡାଲଚିନି ପାଉଡର ଏବଂ କିଛି ଖଣ୍ଡ ସେଓ ପକାନ୍ତୁ । ଏହାପରେ ପାଣିକୁ ଛାଣି ପିଅନ୍ତୁ । ଏହି ପାଣି ପିଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ୍ ହେବା ସହ ତ୍ୱ•ରେ ସୌନ୍ଦର୍ଯ୍ୟ ଅ ।ସିଥାଏ ।
ଲେମ୍ବୁ ଏବଂ ଅ ।ପଲ୍ ସାଇଡର ଭିନେଗାର:
ପିଇବା ପାଣିରେ ଲେମ୍ବୁ ମିଶାଇ ପିଇବାର ମଧ୍ୟ ଅନେକ ଫାଇଦା ରହିଛି । ଏହାଦ୍ୱାରା କେବଳ ଅ ।ପଣଙ୍କ ପାଚନ ପ୍ରକ୍ରିୟା ସଠିକ୍ ହୋଇନଥାଏ ବରଂ ଶରୀରର ଅପରିଷ୍କାର ଜିନିଷ ଝାଳ ଅ ।କାରରେ ବାହାରିଯାଇଥାଏ । ଲେମ୍ବୁ ବଦଳରେ ଅ ।ପଣ ଏକ ଗ୍ଲାସ ପାଣିରେ ଏକ •ମଚ ଅ ।ପଲ୍ ସାଇଡର ଭିନେଗାର ମିଶାଇ ପିଇପାରିବେ ।

Related posts

ବିବାହ ପାଇଁ ମିଳିଲାନି ବ୍ରାହ୍ମଣ, ଗୁଗୁଲରୁ ମନ୍ତ୍ର ପଢି ବିବାହ କରାଇଲେ ମହିଳା ଥାନା ଅଧିକାରୀ

mahabharatanews

ଦିଲ୍ଲୀ ହିଂସା: ସାହରୁଖର ବନ୍ଧୁକ ଉଦ୍ଧାର

mahabharatanews

କରୋନା ମୃତ୍ୟୁ ସଂଖ୍ୟା ୨୬୨୦

mahabharatanews