ଅପରାଧଓଡିଶା

ବାପାଙ୍କୁ ହତ୍ୟା କଲେ ଦୁଇ ପୁଅ

(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ଗଂଜାମ ଜିଲ୍ଲା ପୋଲସରା ଥାନା କଳମ୍ବ ବଡସାହିରେ ଅ।ଜି ନିଜ ବାପାଙ୍କୁ ଖୋଦ ଦୁଇ ପୁଅ ମିଶି ହତ୍ୟା କରିଥିବା ବେଳେ ମାଙ୍କୁ ମରଣାନ୍ତକ ଅ।କ୍ରମଣ କରି ଗୁରୁତର କରିଛନ୍ତି । ହତ୍ୟାକାଣ୍ଡର କାରଣ ସ୍ଵଷ୍ଟ ଜଣାପଡିନଥିଲେ ମଧ୍ୟ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ମୃତକ ଜଣକ ହେଲେ ଅଭିମନ୍ୟୁ ପ୍ରଧାନ ଓ ଗୁରୁତ୍ଵର ମା ଜଣକ ହେଲେ ଅପସରା ପ୍ରଧାନ । ଗୁରୁତ୍ଵରଙ୍କୁ ପ୍ରଥମେ ପୋଲସରା ଓ ପରେ ପରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିଛା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ପୁଅକୁ ପୋଲିସ ଅଟକ ରଖି ଘଟଣାର ଅନୁଧ୍ୟାନ ଅ।ରମ୍ବ କରିଛି ।

Related posts

ଆରମ୍ଭ ହେଲା ଐତିହାସିକ ଦିପୋଟି ମେଳଣ

mahabharatanews

ବେଆଇନ କାଠଗଣ୍ଡି ଜବତ, ୧ ଗିରଫ

mahabharatanews

ପାଇକ ସ୍ମାରକୀକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

mahabharatanews