ଅପରାଧ

ବିଜଲାନ୍ସ ଜାଲରେ ପୂର୍ବତନ କୃଷି ପରିଚାଳକ

ଚିତ୍ତରଞ୍ଜନ ସାହୁ/ ବରଗଡ: ବରଗଡ଼ ଜିଲ୍ଲା ଅତାବିରାରେ ଥିବା କୃଷକ ସଶକ୍ତିକାରଣ କେନ୍ଦ୍ରର ପୂର୍ବତନ ପରିଚାଳକ ଫକୀର କର୍ଣଙ୍କ ନାଁରେ ଆୟ ବହିବୃତ ସମ୍ପତି ଠୋଲ ଅଭିଯୋଗ । ଫକୀରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ତାଙ୍କ ଘର, ଅଫିସ ପରି ୫ଟି ସ୍ଥାନରେ ଭିଜିଲାନ୍ସର ୧୫ ଜଣିଆ ଟିମ ଚଢାଉ କରି ତାଙ୍କ ନିକଟରେ ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଛି । ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ଭିଜିଲାନ୍ସ ଯାଞ୍ଚ ଜାରି ରହିଥିଲା ।

ସୂଚନାଯୋଗ୍ୟ, ଫକୀର ଚାକିରୁରୁ ଅବସର ନେବା ପରେ ଓ ଆଗରୁ ଫକୀର କୃଷିବିଭାଗ ଅଧିନରେ ଥିବା ବରଗଡ ଜିଲ୍ଲାର କୃଷି ଫାର୍ମମାନ ଲିଜରେ ନେଇ ଲୋକ ରଖି ଚାଷ କରାଉଥିବା ଜଣାଯାଇଛି।

Related posts

ଅଟୋ ସହ ଗଞ୍ଜେଇ ଜବତ, ୩ ଗିରଫ

mahabharatanews

ସୈତାନ ପାଲଟିଲା ପ୍ରେମିକା, ପ୍ରେମିକର ସ୍ତ୍ରୀ ପିଲାଙ୍କ ନେଲା ଜୀବନ…

mahabharatanews

ସାଲେପୁର ପୋଲିସର ମାସ୍କ ଚେକିଂ

mahabharatanews