ଓଡିଶା

ଆଜି ଠାରୁ ଏସିବିରେ ଆରମ୍ଭ ହେଲା ଇକମୋ ଚିକିତ୍ସା

କଟକ (ରିପୋର୍ଟସ ଟୁଡେ) ଆଜି ଠାରୁ ଏସିବି ରେ ଆରମ୍ଭ ହେବାକୁ ଯାଉଛି ଇକମୋ ଚକ୍ରିସା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଇକମୋ ଚିକିତ୍ସା କୁ ଉଦଘାଟନ କରିଛନ୍ତି । ୯ ଟି ଇକମୋ ମେସିନକୁ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ । ଡିଏମଟି ମୁଖ୍ୟଙ୍କ ଅନୁଯାୟୀ ଦେଶରେ ପୂର୍ବାଞ୍ଚଳ ରାଜ୍ୟରେ ଏହା ସର୍ବ ବୃହତ ଇକମୋ ଚିକିତ୍ସା ୟୁନିଟ ଭାବେ ପ୍ତତିଷ୍ଠା କରାଯାଇଛି । ଦେଶରରେ ଏହି ଇକମୋ ଚିକିତ୍ସା ସବୁଠାରୁ ମହଙ୍ଗା ହୋଇଥିବାରୁ ସାଧାରଣ ଲୋକ ଏହି ଚିକିତ୍ସାରେ ବଞ୍ଚିତ ହେଉଛନ୍ତି ।

Related posts

କୋଣାର୍କ ମାଘମେଳା ପାଇଁ ପ୍ରଥମ ବୈଠକ

mahabharatanews

ରାଜ୍ୟର ଚତୁର୍ଥ ବିମାନ ବନ୍ଦର ଭାବେ ଜୟପୁର ଏୟାରପୋର୍ଟକୁ ଏରୋଡ୍ରମ୍ ଲାଇସେନ୍ସ ମିଳିଥିଲା

mahabharatanews

୨ୟ ଦିନରେ ବାଲୁକା ମହୋତ୍ସବ, ପରିବେଶ ସୁରକ୍ଷାର ବାର୍ତ୍ତା

mahabharatanews