ଅପରାଧ

ବିଦ୍ୟାଙ୍କ ଅବହେଳାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ । କ୍ରାଇମ ବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ଏହା ଏକ ଦୁର୍ଘଟଣା ବୋଲି କହିଛନ୍ତି । ଘଟଣାରେ ମୁଖ୍ୟ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ରୋଷେୟା ମନ୍ମଥ କୁମ୍ଭ ଓ ଡିଏଫଓଙ୍କୁ କ୍ଲିନ ଚିଟ ଦେଇଥିବା ବେଳେ ବିଦ୍ୟାଙ୍କ ଅବହେଳାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ।
ଏଡିଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସୌମ୍ୟ ମୃତ୍ୟୁ ଦୁର୍ଘଟଣାଜନିତ । ଏହି ଘଟଣାରେ ରୋଷେୟା, ଓ ଡିଏଫଓ ଉଭୟଙ୍କୁ କ୍ଲିନ ଚିଟ ଦେଇଛନ୍ତି ଏଡିଜି ପଣ୍ଡା । ତାଙ୍କ ଅନୁଯାୟୀ, ଦୁର୍ଘଟଣା ବଶତଃ ସୌମ୍ୟଙ୍କ ଦେହରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ବେଳେ ବିଦ୍ୟା ସେଠାରେ ଥିଲେ ମଧ୍ୟ ନିଆଁ ଲିଭାଇବାକୁ ଚେଷ୍ଟା କରି ନ ଥିଲେ କି କାହାରିକୁ ଡାକି ନ ଥିଲେ । ବିଦ୍ୟାଙ୍କ ଅବହେଳାରୁ ଏପରି ହୋଇଛି । ତେଣୁ ବିଦ୍ୟାଙ୍କ ବିରୋଧରେ ଆଇପିସିର ଧାର।। ୨୮୫, ୩୦୪(ଏ)ରେ ମାମଲା ରୁଜୁ ହୋଇଛି । ମ୍ମିଳନୀ କରି ଏହା ଏକ ଦୁର୍ଘଟଣା ବୋଲି କହିଛନ୍ତି । ଘଟଣାରେ ମୁଖ୍ୟ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ରୋଷେୟା ମନ୍ମଥ କୁମ୍ଭ ଓ ଡିଏଫଓଙ୍କୁ କ୍ଲିନ ଚିଟ ଦେଇଥିବା ବେଳେ ବିଦ୍ୟାଙ୍କ ଅବହେଳାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ।

Related posts

୨ ନାବାଳିକାକୁ ଦୁଷ୍କର୍ମ କଲେ ୪ ଯୁବକ , ଥାନାରେ ଅଭିଯୋଗ ଅଣିଲେ ପରିବାର

mahabharatanews

୧୫ ଲକ୍ଷ ଟଙ୍କାର ଧଳା ଜହର ଜବତ ! ଦୁଇ ଗିରଫ

mahabharatanews

ଛାତ୍ରୀଙ୍କ ମୃତଦେହ ସ୍କୁଟିରେ ନେଇ ଫିଙ୍ଗିଥିବା ୨ ଯୁବକଙ୍କ ଚିହ୍ନଟ

mahabharatanews

Leave a Comment