Uncategorized

ବିବାହ ହେଲେ ଓଡିଆ ଅଭିନେତ୍ରୀ ରିୟା

(ମହାଭାରତ): ଲୁଚି ଲୁଚି ବିବାହ କରି ନେଇଛନ୍ତି ଓଡିଆ ଅଭିନେତ୍ରୀ ରିୟା । ଆପଣମାନେ ଓଡିଆ ଅଭିନେତ୍ରୀ ରିୟାଙ୍କୁ ବହୁତ ସାରା ଫିଲ୍ମରେ ଅଭିନୟ କରି ଥିବାର ଦେଖିଥିବେ । ୨୦୧୩ ମସିହାରେର ପ୍ରେମ ଅଢେଇ ଅକ୍ଷର ଫିଲ୍ମ ମାଧ୍ୟମରେ ଓଲିଉଡକୁ ଏଣ୍ଟ୍ରୀ ମାରିଥିଲେ ଏହି ଅଭିନେତ୍ରୀ । ରିୟା ଓଡିଶାର ଆଗଧାଡି କଳାକାର ମାନଙ୍କ ସହିତ କାର୍ଯ୍ୟକରି ସେ ଲୋକମାନଙ୍କ ନିକଟରେ ଚର୍ଚ୍ଚିତ ଚେହେରା । ରିୟା ଗୋଟିଏ ଫିଲ୍ମରେ ଟେକ୍ ନେଇଛନ୍ତି । ଯେଉଁ ଫିଲ୍ମର ନାମ ହେଲା ତୋ ଫ୍ୟାମିଲି ଆଉ ମୋ ଫ୍ୟାମିଲି । ତେବେ ଏହି ଫିଲ୍ମଟି ଆଗାମୀ ପୂଜାରେ ରିଲିଜ ହେବାକୁ ଯାଉଥିବାବେଳେ ଏହି ଫିଲ୍ମରେ ଆପଣମାନେ ଜବଦସ୍ତ ଲଭ ଷ୍ଟୋରୀ ସହିତ ବହୁତ ପରିମାଣରେ କମେଡି ତଥା ଇମୋସନ୍ ମଧ୍ୟ ଆପଣମାନେ ଦେଖିବା ପାଇଁ ପାଇବେ । ଏହି ଫିଲ୍ମରେ ଆପଣମାନେ ମୁଖ୍ୟ ଭୂମିକାରେ ରିୟାଙ୍କ ସହିତ ନବବ୍ ଙ୍କ ସହିତ ଅଶୋକ ଦାଲ୍ ଙ୍କ ଦେଖିବା ପାଇବେ । ଏହି ଦିନରେ ଫିଲ୍ମରେ ସୁଟିଂ ସେଟରେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବା ପାଇଁ ମିଳିଛି ରିୟା ଏବଂ ଅଶୋକଙ୍କ ବିବାହ । ତେବେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା ।

Related posts

ସୁସ୍ଥ ଲୋକ ପାଇଁ ମାସ୍କର ଆବଶ୍ୟକତା ନାହିଁ: ଏମ୍ସ

mahabharatanews

ଏପ୍ରିଲ ୩୦ ଯାଏ ଲକଡାଉନ ଘୋଷଣା କଲା ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ

mahabharatanews

୩୦ହଜାର ସ୍ୱେଚ୍ଛାସେବୀ ପଶ୍ଚିମ ବଙ୍ଗରେ ସିଏଏ ସଚେତନତା କରିବେ

mahabharatanews