ଓଡିଶା

ବିରଳ ପକ୍ଷୀ ଉଦ୍ଧାର

ଜଳେଶ୍ୱର/ ଅଜିତ ସାହୁ: ବାଲେଶ୍ୱର ଜିଲ୍ଲାରୁ ଏକ ବିରଳ ପକ୍ଷୀ ଉଦ୍ଧାର । ଭୋଗରାଇ ବ୍ଲକ ନାଛିନଦା ଗ୍ରାମରୁ ଏହି ପକ୍ଷୀଟି ଉଦ୍ଧାର କରାଯାଇଛି । ପକ୍ଷୀଟି ଗରୁଡ ପକ୍ଷୀ ପରି ହୋଇଥିବାକୁ ଏହା ଦେଖିବାକୁ ଲୋକଙ୍କ ଭିଡ ଜମୁଛି । ପକ୍ଷୀଟିକୁ ଉଦ୍ଧାର କରିବା ପରେ ଏହାକୁ ଗ୍ରାମର ମହାଦେବ ମନ୍ଦିିରରେ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ପରେ ବନବିଭାଗକୁ ସୂଚନା ଦିଆଯିବା ସହ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।

 

Related posts

ଚତୁର୍ଥୀ ତିଥିରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି

mahabharatanews

କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାରେ ଫେରାର ୪ ଅଭିଯୁକ୍ତ ଗିରଫ

mahabharatanews

ବାଣ ଦୁର୍ଘଟଣାର ଆହତମାନଙ୍କୁ ଭେଟିଲେ ଶ୍ରୀ ନବୀନ ପଟ୍ଟନାୟକ

mahabharatanews