ଖେଳ

ଭାରତ – ଦକ୍ଷିଣ ଆଫ୍ରିକା ମ୍ୟାଚ ଖେଳିବେନି କେଏଲ୍ ରାହୁଲ

ଭୁବନେଶ୍ୱର: ବାରବାଟୀରେ ଖେଳା ଯିବାକୁ ଥିବା ଭାରତ – ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ରୁ କେଏଲ ରାହୁଲ ବାଦ୍ ପଡିବା ନେଇ ସୂଚନା ମିଳିଛି । ସେ ଆହତ ହୋଇଥିବା କାରଣରୁ ସମସ୍ତ ସିରିଜ୍ରୁ ବାଦ୍ ପଡିବା ନେଇ ମଧ୍ୟ ସୂଚନା ମିଳିଛି । ତାଙ୍କ ସ୍ଥାନରେ ଋିଷଭ ପନ୍ଥ ନେତୃତ୍ୱ ନେବେ। ଏଥିଲାଗି ଭୁବନେଶ୍ୱରର ଏକ ପଞ୍ଚତାରକା ହୋଟେଲରେ ଡିସିପି ପ୍ରତୀକ ସିଂ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର କଡାକଡି ଯାଞ୍ଚ କରିଛନ୍ତି । ଖେଳାଳିଙ୍କର ରହିବା ଓ ଯିବା ଆସିବା ସ୍ଥିତି ଉପରେ ଯାଞ୍ଚ କରିଥିଲେ ।

Related posts

ମହିଳା ଟି-୨୦ ଏସିଆ କପ୍‌: ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

mahabharatanews

ନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

mahabharatanews

ବିଜେପିରେ ଯୋଗଦେବା କଥାକୁ ଖଣ୍ଡନ କଲେ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ

mahabharatanews