ଓଡିଶା

ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି 

ଭୁବନେଶ୍ୱର ( ଚିନ୍ମୟୀ ସ୍ୱାଇଁ ) ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି  । ବ୍ରହ୍ମପୁର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଦୁଇ କନିଷ୍ଠ କିରାଣି । ୨ ଜୁନଅର ଆସିଷ୍ଟାଟଂ ସୁଶୀଲ ପଟ୍ଟନାୟକ, ପ୍ରଦୀପ ମହାନ୍ତି ଧରାପଡିଛନ୍ତି । ଗଞ୍ଜାମ ଡିଇଓ ଅଫିସରେ ଚଢାଉ କରି ଉଭୟଙ୍କୁ ଧରିଲା ଭିଜିଲାନ୍ସ ।ଏରିଅର ପାଇଁ ଅବସରପ୍ରାପ୍ତ ପିଅନଙ୍କ ଠାରୁ ୧୦ ହଜାର ଲାଚଂ ନେଉଥିଲେ ।

Related posts

ଆଜି ବନକଲାଗି ନୀତି ; ୪ଘଣ୍ଟା  ସାଧାରଣ ଦର୍ଶନ ବନ୍ଦ

mahabharatanews

ଆଜି ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ 

mahabharatanews

କାର୍ଯ୍ୟରେ ଅବହେଳା ଅଭିଯୋଗରେ ୩ ପିଇଓ ନିଲମ୍ବିତ

mahabharatanews