ଓଡିଶା

ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି 

ଭୁବନେଶ୍ୱର ( ଚିନ୍ମୟୀ ସ୍ୱାଇଁ ) ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି  । ବ୍ରହ୍ମପୁର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଦୁଇ କନିଷ୍ଠ କିରାଣି । ୨ ଜୁନଅର ଆସିଷ୍ଟାଟଂ ସୁଶୀଲ ପଟ୍ଟନାୟକ, ପ୍ରଦୀପ ମହାନ୍ତି ଧରାପଡିଛନ୍ତି । ଗଞ୍ଜାମ ଡିଇଓ ଅଫିସରେ ଚଢାଉ କରି ଉଭୟଙ୍କୁ ଧରିଲା ଭିଜିଲାନ୍ସ ।ଏରିଅର ପାଇଁ ଅବସରପ୍ରାପ୍ତ ପିଅନଙ୍କ ଠାରୁ ୧୦ ହଜାର ଲାଚଂ ନେଉଥିଲେ ।

Related posts

ଜମିଜମା ବିବାଦକୁ ନେଇ ସାନଭାଇର ଆକ୍ରମଣରେ ବଡଭାଇ ମୃତ

mahabharatanews

ଜଗତସିଂହପୁର ବିଧାୟକଙ୍କୁ କରୋନା

mahabharatanews

 ଆସନ୍ତାକାଲି ବାମନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

mahabharatanews