ଓଡିଶା

ମହାନଦୀ କୂଳରେ ବାଲିଯାତ୍ରା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ ସେତୁ ନିକଟସ୍ଥ ହିକୁଡି ଗ୍ରାମରେ ନବବର୍ଷ ଉପଲକ୍ଷେ ବାଲିଯାତ୍ରା ପାଳିତ ହୋଇଯାଇଛି । ଏହି ବାଲିଯାତ୍ରାରେ ମୁଖ୍ୟ ଅତିଥି ଭାବରେ ପୁରୀ ଜିଲ୍ଲାର ରାମଜୀ ମଠରୁ ଅ ।ସିଥିବା ମହନ୍ତ ବଂଶୀଧର ଦାସ ଯୋଗ ଦେଇଥିଲେ । ଏଥିରେ ଅ ।ଖପାଖ ଅଞ୍ଚଳର ବହୁତ ଗୁରୁ ଶିଷ୍ୟମାନଙ୍କ ସମାଗମ ହୋଇଥିଲା । ସେଠାରେ ରାଧାକୃଷ୍ଣ, କାଳିଅ । ଠାକୁରଙ୍କ ପବଚନ କରାଯାଇଥିଲା । ଦୂର ଦୂରାନ୍ତରୁ ଅ ।ସିଥିବା ଗୁରୁ ଶିଷ୍ୟ ମାନଙ୍କର ଖାଇବା ପାଇଁ ଭୋଗ ମଧ୍ୟ କରାଯାଇଥିଲା । ବିଭିନ୍ନ ପ୍ରକାର ଦୋକାନ ବଜାର ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ନବବର୍ଷରେ ହିକୁଡି ଗ୍ରାମରେ ଏହି ବାଲିଯାତ୍ରା କରାଯାଏ । ଶାନ୍ତି ଶଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ସହାୟତା ମଧ୍ୟ କରାଯାଇଥିଲା ।

Related posts

ଆଜିଠୁ ଆରମ୍ଭ ଯୁକ୍ତ୨ ନାମଲେଖା ପ୍ରକ୍ରିୟା

mahabharatanews

ଭାରତରେ ବଢୁଛି କରୋନା ଚିନ୍ତା, ୧ ଲକ୍ଷ ୮୨ ହଜାର ୧୪୩ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୫ ହଜାର ୧୬୪ ମୃତ

mahabharatanews

ଉଦ୍ଘାଟିତ ହେଲା ଓଡିଶାର ପ୍ରଥମ ସ୍ୱତନ୍ତ୍ର ଅଣ୍ଡା ଷ୍ଟୋର୍, ଓଭୋ ଫାର୍ମର କେନଙ୍କୋ ଏଗଷ୍ଟ୍ରା

mahabharatanews