ଅପରାଧଓଡିଶା

ଭଣ୍ଡବାବା ସାରଥୀଙ୍କ ଆଶ୍ରମରେ ପୁଣି ପୂଜାର୍ଚ୍ଚନା

କେନ୍ଦ୍ରାପଡା : ଭଣ୍ଡ ବାବାଙ୍କ ଫଟୋ ରଖି ପୁଣି ପୂଜାର୍ଚ୍ଚନା । ଜନାଷ୍ଟମୀରେ ସାରଥୀବାବାଙ୍କ ଆଶ୍ରମରେ ପହଁଚି ସାରଥୀଙ୍କ ଫଟୋକୁ ପୂଜାର୍ଚ୍ଚନା କରୁଛନ୍ତି ଅନୁଗାମୀ । ଯାହା ପ୍ରମାଣ କରୁଛି ଯେ ଏତେ ବିବାଦ ସତ୍ତେ୍ୱ ଆଜି ବି କାହିଁକି ସାରଥୀଙ୍କ ଅନୁଗାମୀ ରହିଛନ୍ତି । ଆଉ ତାଙ୍କୁ ଭଗବାନ ସଦୃଶ ପୂଜାର୍ଚ୍ଚନା କରୁଛନ୍ତି । ମହିଳାଙ୍କୁ ନିର୍ଯାତନା ଅଭିଯୋଗ ବିବାଦ ପରଠାରୁ ଆଶ୍ରମ ବନ୍ଦ ରହିଥିଲା ।

ବାରିମୂଳ ଆଶ୍ରମ ବନ୍ଦ ରଖିବାକୁ ପୋଲିସ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା । ତଥାପୀ ସେଠାରେ ସାରଥିଙ୍କ ଫଟୋକୁ ପୂଚାର୍ଚ୍ଚନା କରୁଛନ୍ତି କିପରି? କ’ଣ ପ୍ରଶାସନକୁ ଅବମାନନା କରୁଛନ୍ତି ଅନୁଗାମୀମାନେ । କାହିଁକି ପୂଜା କରୁଛନ୍ତି ଭଣ୍ଡ ସାରଥୀଙ୍କୁ । ଏବେ ବାକି ରହିଲା ଦେଖିବାକୁ କେବେ ପ୍ରଶାସନ ପଦକ୍ଷେପ ନେଉଛି ।

Related posts

ଯୁକ୍ତ ତିନି ଛାତ୍ରଛାତ୍ରୀ ଶିଖିବେ ବିପର୍ଯ୍ୟୟ ପରିଚାଳନା

mahabharatanews

ହାଇଟେକ ବିସ୍ଫୋରଣ ଘଟଣା: ହସ୍ପିଟାଲରେ କଣ’ ଘଟିଥିଲା ତାର ଟିକିନିଖି ତଥ୍ୟ ସଂଗ୍ରହ କରିଛି ସ୍ୱତନ୍ତ୍ର ଟିମ

mahabharatanews

କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍‌ସ୍‌ସ୍ପୋର୍ଟକୁ ପୁଣି ପୁରସ୍କାର

mahabharatanews