Uncategorized

ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା, ନେତାଙ୍କ ଘରେ ପୋଲିସ

ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେବା ଅଭିଯୋଗ ଘଟଣାରେ ବିଜେଡି ନେତା ରଘୁନନ୍ଦନ ଦାସଙ୍କ କ୍ୱାର୍ଟର୍ର୍ସରେ ପହଂଚିଛି ପୋଲିସ । ତଦନ୍ତ ଓ ପଚରାଉଚରା ପାଇଁ ପୂର୍ବତନମନ୍ତ୍ରୀ ରଘୁନନ୍ଦନ କ୍ୱାର୍ଟର୍ସରେ ପହଂଚିଲା କ୍ୟାପିଟାଲ ଥାନା ପୋଲିସ । ସୂଚନା ଅନୁସାରେ କାଲି ଜଣେ ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ମହିଳା ସାମ୍ବାଦିକ । ଅଭିଯୋଗ ଅନୁସାରେ ଖବର ସଂଗ୍ରହ ପାଇଁ ମହିଳା ସାମ୍ବାଦିକ ଜଣଙ୍କ ଯାଇଥିବା ବେଳେ ଏଭଳି କରିଥିଲେ ରଘୁନନ୍ଦନ । ଯାହାକୁ ନେଇ କ୍ୟାପିଟାଲ ଥାନାରେ ଏତଲା କରିଥିଲେ ସାମ୍ବାଦିକା ।

Related posts

କୋରୋନା ଆତଙ୍କ, ଡାଇମଣ୍ଡ କ୍ରୁଜରେ ୨ ଜଣଙ୍କ ମୃତ୍ୟୁ

mahabharatanews

ଦେଶରେ ଗତ ଗୋଟିଏ ଦିନରେ ୬୫୪ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ଉତ୍ତରପ୍ରଦେଶରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

mahabharatanews