ଓଡିଶା

ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ

ମହାଭାରତ, ସୋନପୁର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ସୁବର୍ଣ୍ଣପୁର ଜିଲ୍ଳା ଶାଖା ପକ୍ଷରୁ ଏକ ଆନ୍ଦୋଳନ କରାଯାଇଛି । ସଂଘର କର୍ମକର୍ତ୍ତା ଶିକ୍ଷକମାନେ ବିଭିନ୍ନ ଦାବି ନେଇ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବିଶେଷକରି ମହଂଗା ଭତ୍ତା ଜାନୁୟାରୀ ୨୦୧୯ ପରିବର୍ତ୍ତେ ଜୁଲାଇ ପହିଲାରୁ ଲାଗୁ କରିବା, ସପ୍ତମ ବେତନ ପ୍ରଦାନରୁ ବାକିଥିବା ୫୦ ପ୍ରତିଶତ ବକେୟା ତୁରନ୍ତ ପ୍ରଦାନ ଭଲି ୧୧ ଗୋଟି ପ୍ରମୁଖ ଦାବି ରହିଛି । ଶିଘ୍ର ଦାବି ପୂରଣ ନ ହେଲେ ଆଗକୁ ଯୋରଦାର ଆନ୍ଦେଳନ କରିବାକୁ ସଂଘ ପକ୍ଷରୁ ଧମକ ଦିଆଯାଇଛି ।

Related posts

ପେଟ୍ରୋଲ ନ ଦେବାରୁ ବୋମାମାଡ

mahabharatanews

ରାଇରଙ୍ଗପୁରରେ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଅକ୍ସିଜେନ ପ୍ଲାଣ୍ଟ ଉଦ୍ଘାଟିତ

mahabharatanews

ମୌସୁମୀ ପାଇଁ ରାଜ୍ୟରେ ଅନୁକୂଳ ପରିବେଶ ରହିଛି

mahabharatanews