ଓଡିଶା

ମାଗଣା ଚକ୍ଷୁ ପରୀକ୍ଷା ଶିବିର

ମହାଭାରତ, ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବନବିଭାଗ ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ସହଯୋଗରେ ଉଲୁଣ୍ଡା ବ୍ଳକ ସୁଲିଆ ଅଂଚଳରେ ଏକ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଜିଲ୍ଲାର ଉପାନ୍ତରେ ରହୁଥିବା ଆସିବାସୀଙ୍କ ମାଗଣାରେ ଚକ୍ଷୁ ପରୀକ୍ଷଣ, ଅସ୍ତ୍ରୋପଚାର ଏବଂ ଚଷମା ଆଦି ଯୋଗାଇଦେବା ଲକ୍ଷ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା । ଶିବିରରେ ମୋଟ ୧୧୮ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୧୯ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିବା ବେଳେ ୧୭ଜଣଙ୍କୁ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ନିଆଯାଇଛି ।

Related posts

ଚାନ୍ଦବାଲିରେ ଜୁଲଫତୁନ୍ ଇଣ୍ଟରନ୍ୟାସନାଲ୍ ମହିଳା ଫାଉଣ୍ଡେସନ୍‌ର ବାର୍ଷିକ ଅନୁଷ୍ଠିତ

mahabharatanews

  ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶାରେ ବାତ୍ୟା ଆଶଙ୍କା 

mahabharatanews

ଛୋଟ ପିଲାଙ୍କ ଆଖିରେ କରୋନା ପ୍ରଭାବ

mahabharatanews