Uncategorized

ରଙ୍ଗ ପର୍ବରେ ଗୁଗଲର ଉପହାର

(ମହାଭାରତ): ହୋଲି ସେଲିବ୍ରେଟ୍ କରିବାକୁ ଓ ୟୁଜର୍ସଙ୍କୁ ଉପହାର ଦେବାକୁ ଗୁଗଲ ଏକ ଖୁବ ସୁନ୍ଦର ଟ୍ରିକ୍ ଆରମ୍ଭ କରିଛି । ଏହା ଏକ ଏଭଳି ଉପାୟ ଆଉ ଫୋନ୍ ସହ ବି ହୋଲି ଖେଳିପାରିବେ । ଆସନ୍ତୁ ଜାଣିବା କ’ଣ ସେହି ଟ୍ରିକ୍..

ଗୁଗଲରେ ସର୍ବପ୍ରଥମେ ଇଂରାଜୀରେ ହୋଲି ଲେଖନ୍ତୁ ଓ ସର୍ଚ୍ଚ ଉପରେ ଟ୍ୟାପ କରନ୍ତୁ ।
ଏବେ ସର୍ଚ୍ଚ ରେଜଲ୍ଟ ସହ ୟୁଜରଙ୍କ କଲର ପୂର୍ଣ୍ଣ ପ୍ଲେଟ ଦେଖିବାକୁ ମିଳିବ ।
ଏହି କଲର ଫୁଲ ପ୍ଲେଟ ଉପରେ ଟ୍ୟାପ କରନ୍ତୁ । ଆପଣ ଯେତିକି ଯେତିକି ଟ୍ୟାପ୍ କରି କରି ଯିବେ ରଙ୍ଗ ସେିତିକି ସେିତିକି ସ୍କ୍ରିନ ଉପରେ ବ୍ୟାପି ବ୍ୟାପୀ ଯିବ । ଯେମିତି କି କେହି ସ୍କ୍ରିନ୍ ଉପରେ ପିଚକାରୀକୁ ରଙ୍ଗ ଢାଳୁଛି ।
ଏହି କଲରକୁ ଫୋନ୍ ସ୍କ୍ରିନରୁ ହଟାଇବା ପାଇଁ ଗୁଗଲ ଏକ ବଟନ ମଧ୍ୟ ଦେଇଛି । ଏହି ବଟନ ଉପରେ ପାଣିର ବୁନ୍ଦା ଭଳି ଦିଆଯାଉଛି । ୟୁଜର ଏହାକୁ ଟ୍ୟାପ୍ କରିବା ପରେ ସ୍କ୍ରିନ୍ ପରିଷ୍କାର ହୋଇ ପୂର୍ବ ଭଳି ହୋଇଯିବ ।

Related posts

ସିଏଏ ସମର୍ଥନ ସମ୍ମିଳନୀରେ ଦୁଇ ଗୋଷ୍ଠୀ ହାତାହାତି

mahabharatanews

ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

mahabharatanews

ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ

mahabharatanews