ଓଡିଶା

ରାଜ୍ୟରେ ଆଉ ଜଣେ ସୁସ୍ଥ ହୋଇ ଘରକୁ ଫେରିଲେ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହି ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟ ମୋଟ୍ ୬୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଲେଣି । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧୮୦କୁ ଛୁଇଁଛି। ଆଜି ଯାଜପୁର, ବାଲେଶ୍ବର ଏବଂ ଗଞ୍ଜାମ ଜିଲ୍ଲାରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୧ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୧୭ ଜଣ ସଂକ୍ରମିତ କୋଭିଡ୍ ଚିକିତ୍ସାଧୀନ ଅଛନ୍ତି।

Related posts

କମ୍ପାନୀର ମନମାନି: କାମ ଅଭାବରୁ ଭୋକ ଓପାସରେ ଦିନ କାଟୁଛନ୍ତି ଶ୍ରମିକ

mahabharatanews

ରାଜ୍ୟରେ ଆଉ ୨୫୧ କରୋନା ପଜିଟିଭ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ

mahabharatanews

ରାଜ୍ୟରେ କୋଭିଡ-୧୯ର ଆଉ ୨ ମାମଲା

mahabharatanews