ରାଜନୀତି

‘ରାଜ୍ୟରେ ପିଏମ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି’

ଭୁବନେଶ୍ୱର: ରାଜ୍ୟରେ ପିଏମ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି । ଏହି ଦୁର୍ନୀତିକୁ ନେଇ ସରକାରଙ୍କୁ ଘେରିଲା ବିଜେପି । ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ରାଜ୍ୟ ବିଜେପି । ଏହି ଦୁର୍ନୀତି ବିରୋଧରେ ବିଜେପି ଆସନ୍ତା ୭, ୮ ଓ ୯ରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି । ଆବାସ ଦୁର୍ନୀତିକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେପି ବିଜେପି । କେନ୍ଦ୍ରୀୟ ଟିମ୍ ପିଏମ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ନେଇ ରିପୋର୍ଟ ଦେଇଛି । ଆବାସ ଯୋଜନାରେ ରହିଛି ବିଜୁ ପକ୍କା ଘର ଲୋଗୋ । କିଛି ସ୍ଥାନରେ ଛାତ, ଶୌଚାଳୟ ଓ ରୋଷେଇ ଘର ନାହିଁ ବୋଲ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

Related posts

ପ୍ରସନ୍ନ ଆଚାର୍ଯ୍ୟ ନେଲେ ନିର୍ବାଚନ ମଣ୍ଡଳୀରେ ପରିଚାଳନା ଦାୟିତ୍ଵ

mahabharatanews

ଆସାମରୁ ଅମିତ ଶାହଙ୍କ ବଡ ଘୋଷଣା, ପୁଣି ଥରେ ଦେଲେ ଚେତାବନୀ

mahabharatanews

ତ୍ତରାଖଣ୍ଡ ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟଙ୍କ ଇସ୍ତଫା

mahabharatanews