ଓଡିଶାଶିକ୍ଷା

ଏପ୍ରିଲ ୨ ନୁହେଁ ଏପ୍ରିଲ ୪ ରେ ହେବ ଖଡି ଛୁଆଁ

ଏପ୍ରିଲ ୨ ନୁହେଁ ଏପ୍ରିଲ ୪ ରେ ହେବ ଖଡି ଛୁଆଁ । ବ୍ଲକରୁ ରାଜ୍ୟ ସ୍ତର ଯାଏଁ ଅନୁଷ୍ଠିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଖଡି ଛୁଆଁ, ସହ ପ୍ରବେଶ ଉତ୍ସବ ଏବଂ ଶିକ୍ଷା ସଚେତନତା ରଥ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଏପ୍ରିଲ ୨ ରେ ଏହି କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଥିବା ବେଳେ ଏବେ ଏହାକୁ ବଦଳାଇ ଏପ୍ରିଲ ୪ ରେ କରିବାକୁ ନିଷ୍ପତ୍ତି ହୋଇଛି । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲା ଓସେପା । ଏନେଇ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୪ ରୁ ୧୦ ଯାଏଁ ବୁଲିବ ଶିକ୍ଷା ସଚେତନତା ରଥ ।

Related posts

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ଅସହ୍ୟ ତାତି : ପାରଦ ୪୫ ଡିଗ୍ରୀ ପାର

mahabharatanews

ବିଶିଷ୍ଟ ସାହିତ୍ୟିକ ବାଉରୀବନ୍ଧୁ କରଙ୍କ ପରଲୋକ

mahabharatanews