Uncategorized

ରାଜ୍ୟରେ ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ

ଭୁବନେଶ୍ୱେର;ସାବଧାନ ମାତିଛନ୍ତି ବୁଲା କୁକୁର ।ରାଜ୍ୟରେ ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ ।ବୁଲା କୁକୁରଙ୍କ ଉପଦ୍ରବରେ ଲୋକ ହନ୍ତସନ୍ତ ।ଦୁଇ ବର୍ଷରେ କୁକୁର କାମୁଡାରେ ଶିକାର ହେଲେଣି ୫ ଲକ୍ଷରୁ ଅଧିକ ଲୋକ ।ବିଧାନସଭାରୁ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ରଖିଲେ ଚାଞ୍ଚଲ୍ୟକର ତଥ୍ୟ ।ରାଜ୍ୟର ୮ଟି ସହରାଞ୍ଚଳରେ ୪ ହଜାର ୬୦୫ କୁକୁରଙ୍କୁ ବନ୍ଧ୍ୟା କରଣ କରାଯାଇଛି ।ଚଳିତ ବର୍ଷ ୨ଲକ୍ଷ ୪୩ ହଜାର ୫୬୫ ଜଣ ଲୋକ କୁକୁର କାମୁଡାରେ ଶିକାର ହୋଇଛନ୍ତି ।ସେହିପରି ଗତବର୍ଷ ୨ଲକ୍ଷ ୬୦ ହଜାର ଲୋକ କୁକୁର କାମୁଡାର ଶିକାର ହୋଇଥିଲେ ।

 

Related posts

କେରୋନା ଆତଙ୍କ: ଇଟାଲୀରେ ୨୪ ଘଣ୍ଟାରେ ୨୫୦ ମୃତ

mahabharatanews

ଅବ୍ୟବସ୍ଥା ଘେରରେ ସିଂଲା ଥାନା

mahabharatanews

୧୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇନି ବେତନଟୀ ଶବ ବ୍ୟବଚ୍ଛେଦ ଗୃହ

mahabharatanews