ଓଡିଶା

ଲକ୍ଷାଧିକ ଟଙ୍କାର ଔଷଧ ଜବତ, ୨ ଗିରଫ

କୋରାପୁଟ: ସୁନାବେଡା ଓ ଦାମନଯୋଡି ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଲାଇସେନ୍ସ ବହିର୍ଭୂତ ଔଷଧ ଜବତ କରିଛି ପୋଲିସ । ଦୁଇଟି ପୃଥକ ପୃଥକ ସ୍ଥାନରେ ଚଢାଉ କରି ଲାଇସେନ୍ସ ବହିର୍ଭୂତ କୋସିନ, ଆଲକେ।।ହଲ ଓ ଅନ୍ୟାନ୍ୟ ନିଶା ଯୁକ୍ତ ତରଳ ଔଷଧ ଏବଂ ନିଶାଯୁକ୍ତ ଦ୍ରବ୍ୟକୁ ପୋଲିସ ଜବତ କରିଥିବା ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା ଜଣାଇଛନ୍ତି । ଏହି ମାମଲାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ସୁନାବେଡାସ୍ଥିତ ଚରକ ଔଷଧାଳୟର କୃତିବାସ ପାତ୍ର ଓ ମାଥାଲପୁଟର ଜନୈକ ହୋମିଓପାଥି ଡାକ୍ତର ମନୋଜ ବଡତ୍ୟା ।

Related posts

ମୋହନ ଭାଗବତଙ୍କ ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀଙ୍କ ନାପସନ୍ଦ

mahabharatanews

ପରୀ ହତ୍ୟା: ପ୍ରମାଣ ଦେବାକୁ ସମୟ ମାଗିଲା ଏସଆଇଟି

mahabharatanews

ଉପାସରେ ରହିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ

mahabharatanews