ଓଡିଶା

ଲକ୍ଷାଧିକ ଟଙ୍କାର ଔଷଧ ଜବତ, ୨ ଗିରଫ

କୋରାପୁଟ: ସୁନାବେଡା ଓ ଦାମନଯୋଡି ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଲାଇସେନ୍ସ ବହିର୍ଭୂତ ଔଷଧ ଜବତ କରିଛି ପୋଲିସ । ଦୁଇଟି ପୃଥକ ପୃଥକ ସ୍ଥାନରେ ଚଢାଉ କରି ଲାଇସେନ୍ସ ବହିର୍ଭୂତ କୋସିନ, ଆଲକେ।।ହଲ ଓ ଅନ୍ୟାନ୍ୟ ନିଶା ଯୁକ୍ତ ତରଳ ଔଷଧ ଏବଂ ନିଶାଯୁକ୍ତ ଦ୍ରବ୍ୟକୁ ପୋଲିସ ଜବତ କରିଥିବା ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା ଜଣାଇଛନ୍ତି । ଏହି ମାମଲାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ସୁନାବେଡାସ୍ଥିତ ଚରକ ଔଷଧାଳୟର କୃତିବାସ ପାତ୍ର ଓ ମାଥାଲପୁଟର ଜନୈକ ହୋମିଓପାଥି ଡାକ୍ତର ମନୋଜ ବଡତ୍ୟା ।

Related posts

ବାଲିଯାତ୍ରା ପାଇଁ କମ୍ପିଲା କୁମୁଲି

mahabharatanews

ମଦ୍ୟପ ସ୍ବାମୀଙ୍କ ଉନ୍ମତ କାଣ୍ଡ, ସ୍ତ୍ରୀଙ୍କୁ ମାରଣାନ୍ତକ ଆକ୍ରମଣ

mahabharatanews

ବଡ଼ ସଫଳତା; ବିପୁଳ ପରିମାଣର ବିସ୍ଫୋରକ ସହ ବନ୍ଧୁକ ଜବତ

mahabharatanews