Uncategorized

ଲଣ୍ଡନ ଓକିଲଙ୍କ ନାମରେ ମାନହାନୀ ମକଦମା ଆଣିଲେ ଅଭିଶେଖ ମନୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ଡ ଅଭିଶେଖ ମନୁ ସିଂହଭି ବୋଫର୍ସ ମାମଲାରେ ତ।ଙ୍କ ପିତା ଏଲ ଏମ ସିଂହଭିଙ୍କ ନାମ ଯୋଡା ଯାଇଥିବାକୁ ବିରେ।ଧ କରି ଲଣ୍ଡନର ଜଣେ ଓକିଲ ସରୋଷ ଜାଇୱାଲାଙ୍କ ନାମରେ ଅପରାଧିକ ଓ ସାମାଜିକ ମାନହାନି ମକଦମା କରିଛନ୍ତି । ସିଂହଭିଙ୍କ ଓକିଲ ଜୟବିର ସେରଗିଲଙ୍କ ଏହି ମାମମଲାରେ ଏକ ଆଇନଗତ ନୋଟିସ ଜଇୱାଲାଙ୍କୁ ପଠାଇ, ସାର୍ବଜନୀନ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି ।

ସିଂଭି ଲଣ୍ଡନର ଓକିଲ ସରୋଷ ଜାଇୱାଲାଙ୍କ ନାମରେ ତାଙ୍କୁ ପିତା ଏଲଏମ ସିଂହଭିଙ୍କ ନାମ ବୋଫର୍ସ ମାମଲା ଉପରେ ଲିଖିତ ତାଙ୍କ ପୁସ୍ତକ ‘ଅନର ବ।ଉଣ୍ଡ’ରେ ଯୋଡି ତାଙ୍କ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏହି ପୁସ୍ତକ ଗତ ମାସରେ ଉନ୍ମୋଚିତ ହୋଇଥିଲା ।

Related posts

ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ୬୪୪ ସନ୍ତ୍ରାସବାଦୀଙ୍କ ଆତ୍ମସମର୍ପଣ

mahabharatanews

ଟ୍ରମ୍ପଙ୍କ ଗସ୍ତକୁ ନେଇ କଂଗ୍ରେସର ପ୍ରଶ୍ନ, କାହା ନିମନ୍ତ୍ରଣରେ ଟ୍ରମ୍ପ ଭାରତ ଆସୁଛନ୍ତି

mahabharatanews

ନାଗରିକତା ସଂଶୋଧନ ବିଧେୟକକୁ ନେଇ ରବିଶଙ୍କ ଜବାବ

mahabharatanews