Uncategorized

ଶହୀଦ ଯବାନଙ୍କ ପରିବାରକୁ ଯୋଗୀଙ୍କ ଅନୁକମ୍ପାମୂଳକ ସହାୟତା

(ଲକ୍ଷେ୍ନø): ଛତିଶଗଡ ଠାରେ ଗତ ସୋମବାର ନକ୍ସଲଙ୍କ ସହ ସିଆରପିଏଫ ଯବାନଙ୍କ ଗୁଳି ବିନିମୟ ବେଳେ ଶହୀଦ ହୋଇଥିବା ୟୁପି ଯବାନ ବିକାଶ କୁମାରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳନକ ସହାୟତା ରାଶି ଘୋଷଣା କରିଛନ୍ତି । ଯବାନଙ୍କ ପରିବାରବର୍ଗଙ୍କ ପ୍ରତି ଶୋକ ଜଣାଇବା ସହ ଜଣକୁ ସରକାରୀ ଚାକିରୀ ଦେବା ପାଇଁ ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଶହୀଦ ଯବାନ ଜଣକ ୟୁପିର ବାନ୍ଦା ଜିଲ୍ଲାର ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଗତ ସୋମବାର ଛତିଶଗଡର ବିଜାପାଲି ଠାରେ ଥିବା ଇରାପାଲି ଜଙ୍ଗଲରେ ନକ୍ସଲଙ୍କ ସହ ସିଆରପିଏଫ ଯବାନଙ୍କ ଗୁଳିବନିମୟ ହୋଇଥିଲା । ଏଥିରେ ସିଆରପିଏଫ କୋବ୍ରା ବାଟାଲିଅନର ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣେ ନକ୍ସଲ ନିହତ ହୋଇଥିଲେ ।

Related posts

ଦେଶରେ କରୋନ ମୃତ୍ୟୁ ୧୨ଶହ ଟପିଲା

mahabharatanews

ବରିଷ୍ଠ ଏନସିପି ନେତା ଡିପି ତ୍ରିପାଠୀଙ୍କ ପରଲୋକ

mahabharatanews

ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଁଚିଲା ବଉଳ କାଠ

mahabharatanews