ଭାରତ

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଏକ ମେଡିକାଲ କଲେଜ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଶ୍ରୀନଗରର ବେମିନା ନିକଟସ୍ଥ ଝକଓଗଝ ମେଡିକାଲ କଲେଜରେ ଏହି ଆକ୍ରମଣ କରାଯାଇଛି । ମେଡିକାଲ କଲେଜରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆଖିବୁଜା ଗୁଳି କରିଥିଲେ । ଏହି ଆକ୍ରମଣ ପରେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । କିଛି ଆତଙ୍କୀ କଲେଜ ଭିତରେ ଲୁଚି ରହିଥିବା ସନ୍ଦେହ କରାଯାଉଛି ।

Related posts

“ମୋର ଔଷଧ ୧୫ ଦିନ ବନ୍ଦ କରିଦେଇଥିଲେ “: କେଜ୍ରିୱାଲ

mahabharatanews

ଭାସିଗଲା କାଠ ପୋଲ; ଫସିଛନ୍ତି ୫୦ ତୀର୍ଥଯାତ୍ରୀ

mahabharatanews

ମତଦାନ କଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ

mahabharatanews