ଓଡିଶା

ଶ୍ରୀମନ୍ଦିର ଅଧିନିୟମ ସଂଶୋଧନ ବିଲକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ପୁରୀ: ଶ୍ରୀମନ୍ଦିର ଅଧିନିୟମ ସଂଶୋଧନ ବିଲକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ । ଶ୍ରୀମନ୍ଦିର ଅଧୀନ ଜମି ସମ୍ପର୍କିତ ମାମଲାର ତୁରନ୍ତ ଫଇସଲା ନିଷ୍ପତ୍ତି ହୋଇଛି । ନିୟମ ଅନୁସାରେ ବିକ୍ରି, ଲିଜ ପାଇଁ ଅନୁମତି ଦରକାର ଥିଲା । ଏବେ ଆଉ ଅନୁମତି ଆବଶ୍ୟକ ହେବ ନାହିଁ ।
ଶ୍ରୀମନ୍ଦିର ଅଧିନିୟମ- ୧୯୫୪ର ସଂଶୋଧନ ମଞ୍ଜୁରୀରେ ଏହି ନିଷ୍ପତ୍ତି ନିଆଯାଇଛି । ସବୁ ସ୍ଥାବର ସମ୍ପତ୍ତିର ମାଲିକାନା ସତ୍ୱ ବଦଳିବ । ମନ୍ଦିର ସହ ଅଧିକାରୀଙ୍କୁ ହସ୍ତାନ୍ତର କ୍ଷମତା ମିଳିବ । ବିଭିନ୍ନ ଅଧିକାରୀଙ୍କ ଏନେଇ ଦାୟିତ୍ୱ ପ୍ରଦାନ କରାଯିବ ।

Related posts

ଆମ୍ବ ବଗିଚାକୁ ଯିବା ବେଳେ ହାତୀ ନେଲା ବୃଦ୍ଧଙ୍କ ଜୀବନ

mahabharatanews

ବଢୁଛି ହାତୀପଲଙ୍କ ଉପଦ୍ରଵ ,ଫସଲ ନଷ୍ଟ ସହ ଭାଙ୍ଗିଲେ ଘର  

mahabharatanews

ଗରିବ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

mahabharatanews