bharatଭାରତରାଜନୀତି

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ

କଲମ୍ବୋ: ସରିଲା ଶ୍ରୀଲଙ୍କା ନିର୍ବାଚନ । ରାନିଲ ବିକ୍ରମାସିଂଘେ ହେଲେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି । ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫାରେ ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଥିଲେ ରାନିଲ । ରାନିଲ ହେଲେ ଫୁଲଟାଇମ ରାଷ୍ଟ୍ରପତି । ଆଜି ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ପରୋକ୍ଷରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସିଏଲପି ନେତା ଦୁଲାସ ଆଲାହାପେରୁମା ପରାସ୍ତ କରି ୧୩୪ ଭୋଟରେ ଆଗୁଆ । ଶ୍ରୀଲଙ୍କା ସଂସଦରେ ଅନୁଷ୍ଠିତ ହୋଇଥିବା ଭୋଟରେ ବିକ୍ରମସିଂଘେଙ୍କୁ ସର୍ବାଧିକ ୧୩୪ ସାଂସଦ ଭୋଟ୍ ଦେଇଥିଲେ । ଜେଭିପି ନେତା ଅନୁରା ଦିସାନାଏକ ମଧ୍ୟ ପରାସ୍ତ ।

Related posts

ରାହୁଲ ଗାନ୍ଧୀ ଓ କଂଗ୍ରେସ ବିରୋଧରେ ଚିଠି ଜାରି କଲେ ପୂର୍ବତନ ବିଚାରପତି

mahabharatanews

ଆଜି ଭାରତ ଆସୁଛନ୍ତି ନେପାଳର ପ୍ରଧାନମନ୍ତ୍ରୀ 

mahabharatanews

ନିର୍ବାଚନ ଲଢ଼ିବେ ଲାଲୁ ଯାଦବଙ୍କ ଦୁଇ ଝିଅ 

mahabharatanews