ଓଡିଶା

ସଟ୍ ଡାଉନ୍ ସଫଳ କରିବାକୁ ପୋଲିସର କଡ଼ା କାର୍ୟ୍ୟାନୁଷ୍ଠାନ

ବରୀ: ଯାଜପୁର ଜିଲ୍ଲାକୁ ସପ୍ତାହର ଶନିବାର ଓ ରବିବାର ଦୁଇ ଦିନ ବ୍ୟାପୀ ରାଜ୍ୟ ସରକାର ସଟ୍ ଡାଉନ୍ ଘୋଷଣା କରିଥିଲେ। ଆଜି ବରୀରେ ସଟଡାଉନ ସଫଳ ହୋଇଥିବା ଦେଖିବାକୁ ମିଳିଛି। ବରୀ ମୁଖ୍ୟ ବଜାର ମାଉଣ୍ଟ ଠାରେ ବରୀ ପୋଲିସ ପକ୍ଷରୁ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ବାଇକ୍ ଆରୋହୀମାନଙ୍କୁ ମାଷ୍କ୍ ଓ ହେଲମେଟ ପିନ୍ଧିଥିଲେ ମଧ୍ୟ ଅଟକାଇ ଯାଞ୍ଚ କରି ଛାଡୁଥିବା ଦେଖିବାକୁ ମିଳିଛି। ବରୀ, କାଇପଡା, ବାଲିଆ, ରତ୍ନଗିରି, ବାଲିଆପାଳରେ ବରୀ ପୋଲିସର କଡ଼ା କାର୍ୟ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ବରୀର ଜନ ସାଧାରଣ ବହୁତ୍ ସଚେତନ ହୋଇଛନ୍ତି । ଖୁବ୍ କମ୍ ଲୋକ ଅତ୍ୟାବଶ୍ୟକ କାମରେ ବାହାରକୁ ବାହାରୁଥିବା ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ସୂଚନା ଦେଇଛନ୍ତି।

Related posts

ବଜ୍ରାଘାତରେ ଯୁବତୀ ମୃତ

mahabharatanews

ପୋଡଙ୍ଗ ଗ୍ରାମକୁ ବିଶୋଧନ କଲେ ବିଜେଡି ଯୁବ ନେତା

mahabharatanews

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଆରମ୍ଭ।

mahabharatanews