ଓଡିଶା

ସାପ କାମୁଡ଼ାରେ ଜଣେ ମୃତ୍ୟୁ

(ସତ୍ୟନାରାୟଣ ପାଲ୍, ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ କୁକୁଡ଼ାଅଣ୍ଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଘରଭିତରେ ସୋଇଥିବା ଅବସ୍ଥାରେ ସୁକେନ୍ ସରେନ ନାମକ ଏକ ଯୁବକକୁ ଏକ ବିଷଧର ସାପ ତାର ଡାହାଣ ପଟ କାନରେ କାମୁଡି ଥିବାର ଚିନ୍ନ ଦେଖିବାକୁ ମିଳିଥିଲା। ସୁମେନଙ୍କ ପାଟି ଶୁଣି ଘର ଲୋକ ପାଖକୁ ଦୌଡ଼ି ଯାଇଥିଲେ। ତାକୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ମେଡିକାଲକୁ ନେଇ ଆସିଥିଲେ । ରାଇରଙ୍ଗପୁର ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଆଜି ଦିନ ତିନି ଟା ସମୟରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କଲେ । କାଲି ସକାଳେ ତାର ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଦିଆଯିବ।

Related posts

୭ ଦିନ ଯାଏଁ ପ୍ରବଳ ବର୍ଷା

mahabharatanews

ଦ୍ଵିତୀୟ ଦିନରେ ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ,ପ୍ରବଳ ଭିଡ଼

mahabharatanews

କାଳବୈଶାଖୀ ସମ୍ଭାବନା : ୧୩ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି 

mahabharatanews