ଓଡିଶା

୬ ଲେନ୍ ବିଶିଷ୍ଟ ହେବ ଭୁବନେଶ୍ୱର-ପୁରୀ ରାସ୍ତା

ଭୁବନେଶ୍ୱର : ଭୁବନେଶ୍ବର-ପୁରୀ ଏନଏଚ ୩୧୬ ହେବ ୬ ଲେନ। ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ମଧ୍ୟ ୬ ଲେନ ବିଶିଷ୍ଟ ହେବ। ୬ ଲେନ ରାସ୍ତା ସହ ୨ ପାଖରେ ୨ ଲେନ ସର୍ଭିସ ରୋଡ ରହିବ । ଏ ସଂପର୍କୀତ ପ୍ରସ୍ତାବ ମଞ୍ଜୁର ହୋଇଥିବା ଜଣାଇଲେ ରାଜ୍ୟ ସରକାର।

ରାଜ୍ୟ ସରକାର ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଏବଂ ଚଣ୍ଡିଖୋଲ ରୋଡ-ବଡ଼ବିଲ ରାସ୍ତାକୁ ୬ଲେନ୍ ବିଶିଷ୍ଟ କରିବା ସହ ଉଭୟ ରାସ୍ତାରେ ଉଭୟ ପାଶ୍ୱର୍ରେ ଦୁଇଲେନ୍ ବିଶିଷ୍ଟ ସର୍ଭିସ ରୋଡ୍ ନିର୍ମାଣ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ପ୍ରସ୍ତାବ ସମ୍ପର୍କରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ଅବଗତ କରାଯିବା ସହ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପରବର୍ତ୍ତୀ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।

Related posts

କେଉଁଝର ଦୁର୍ଘଟଣା : ପୀଡ଼ିତଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

ମୋଦୀ ଓ ଶାହାଙ୍କ କୁଶ ପୁତ୍ତଳିକା ଜାଳିଲେ କଂଗ୍ରେସ କର୍ମୀ

mahabharatanews

ହୋଇପାରିଲାନି ବନକଲାଗି ନୀତି ; ଆଜି ବସିବ ବୈଠକ  

mahabharatanews