ଅପରାଧ

ସିଡିପିଓ ମୀନା ପାତ୍ର ଭିଜିଲାନ୍ସ ଜାଲରେ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିସ୍ୱନାଥପୁର ସିଡିପିଓ ମୀନା ପାତ୍ର ଭିଜିଲାନ୍ସ ଜାଲରେ । ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ । ଦୁଇଟି ଏସଏଚଜିର ଛତୁଆ ଯୋଗାଣର ବିଲ କ୍ଲୟର କରିବାକୁ ଏହି ଅର୍ଥ ଦାବି କରିଥିଲେ । ଏନେଇ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ଏକ ଅଭିଯୋଗ ପାତ୍ରଙ୍କ ନାମରେ ହୋଇଥିଲା ।
ଆଜି ଦାବି ମୁତାବକ ୮୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡିବସିଥିଲା । କୋରାପୁଟ ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି । ଏଥିସହ ପାତ୍ରଙ୍କ ଘର ସମେତ ତିନୋଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।

Related posts

ବରିଷ୍ଠ ଆଇଏଏସ ପୂଜା ସିଙ୍ଘଲଙ୍କ ଘରୁ କୋଟି କୋଟି ଟଙ୍କା ଜବତ

mahabharatanews

ଛତ୍ରପୁର ପୋଲିସ ପଞ୍ଝାରେ ବାଇକ ଲୁଟେରା

mahabharatanews

୧୫ ଲକ୍ଷ ଟଙ୍କାର ଧଳା ଜହର ଜବତ ! ଦୁଇ ଗିରଫ

mahabharatanews