Uncategorized

ୟୁଏସ-ତାଲିବାନ ଚୁକ୍ତି ଆଶ୍ଚର୍ଯ୍ୟଜନକ ନୁହେଁ

ନୂଆଦିଲ୍ଲୀ: ସଂଯୁକ୍ତ ରାଷ୍ଟ୍ର ଆମେରିକା ଓ ତାଲିବାନ ମଧ୍ୟରେ ହୋଇଥିବା ଚୁକ୍ତିକୁ ନେଇ କୌଣସି ଆଶ୍ଚର୍ଯ୍ୟ ଲାଗିଲା ନ।ହିଁ । କାରଣ ସମସ୍ତଙ୍କୁ ଜଣ।ଥିଲା କଣ ହେବାକୁ ଯାଉଛି ବୋଲି ଆଜି ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର କହିଛନ୍ତି । ସେ କହିଛନ୍ତି, ଭାରତକୁ ଦେଖିବାକୁ ଅଛି ଶ।।ନ୍ତି ସ୍ଥାପନ ପାଇଁ କେଉଁଭାବେ କାର୍ଯ୍ୟ କରାଯାଉଛି । ତାଲିବାନ ଓ ୟୁଏସ ମଧ୍ୟରେ ଦୋହାରେ ହୋଇଥିବା ଚୁକ୍ତିକୁ ନେଇ ସେ କହିଛନ୍ତି, ଦୋହାରେ ଯାହା ହେଲା ଆମେ ଦେଖିଲୁ ଓ ଏହା ଆଶ୍ଚର୍ଯ୍ୟଜନକ ନୁହେଁ । ସମସ୍ତଙ୍କୁ ଜଣରାଥିଲା, କଣ ହେବ । ଠିକ ଟ୍ରେଲର ଦେଖିବା ପରେ ପାକିଜା ଦେଖିବା ପରି । ସେଣ୍ଟର ଫର ପଲିସି ରିସର୍ଚ୍ଚ ଦ୍ୱାରା ହୋଇଥିବା ଏକ କାର୍ଯ୍ୟକ୍ରମରେ ଜୟଶଙ୍କର ଏପରି କହିଛନ୍ତି । ଆଫଗାନିସ୍ତାନରେ ବିଗତ ୨୦ ବର୍ଷରେ ଅନେକ ପରିବର୍ତ୍ତନ ଘଟିଛି ଓ ସେହି ସବୁ ପରିବର୍ତ୍ତନ ବେର୍ଥ ଯିବା ଉଚିତ ନୁହେଁ ବୋଲି ବିଦେଶ ମନ୍ତ୍ରୀ କହିଥିଲେ । ମୋର ବିଶ୍ୱାସ ଯୁଦ୍ଧ ବିଚ୍ଛିନ୍ନ ଦେଶରେ ବିଗତ ୨୦ ବର୍ଷରେ ବହୁତ ବଡ ପରିବର୍ତ୍ତନ ହୋଇଛି । ଏହା ଆଉ ୨୦୦୧ର ପୂର୍ବ ଅ।।ଫଗାନିସ୍ତାନ ହୋଇ ନାହିଁଃ ୟୁଏସର ଏହି ସଫଳତା ବ୍ୟର୍ଥ ନ ଯାଉ, ଏହା ଆମର ଇଛି । ଏବେ ଦେଖିବାକୁ ରହିଲା, ଏବେ ଆମେରିକାର ଭୂମିକା କଣ ରହିବ । ଆଫଗାନ ବାର୍ତ୍ତା ପଡୋଶୀ ରାଷ୍ଟରେ ମଧ୍ୟ କାର୍ଯ୍ୟକାରୀ ହେବ ।

ସୂଚନାଯୋଗ୍ୟ, ଦୀର୍ଘ ୧୮ ମାସର ଆଲୋଚନା ପରେ ୟୁଏସ-ତାଲିବାନ ମଧ୍ୟରେ ଚୁକ୍ତି ସମ୍ଭବ ହୋଇଛି । ଏହା ମାଧ୍ୟମରେ ଆଫଗାନିସ୍ତାନରେ ଶାନ୍ତିର ରାସ୍ତା ପରିସ୍କାର ହୋଇଛି ।

Related posts

ଆତଙ୍କବାଦୀ ଆକ୍ରମଣ ବନ୍ଦ ହେଲେ ବନ୍ଦୀଙ୍କୁ ଛଡାଯିବ: ଆଫଗ।ନ

mahabharatanews

ଓବାମାଙ୍କ ଏ ପ୍ରୋମିଜ୍ଡ ଲ୍ୟାଣ୍ଡରେ ସୋନିଆଙ୍କୁ ପ୍ରଶଂସା

mahabharatanews

କୋରୋନା: ହସ୍ପିଟାଲ ନିର୍ଦ୍ଦେଶକଙ୍କ ସଂକ୍ରମଣରେ ମୃତ୍ୟୁ

mahabharatanews

Leave a Comment