Uncategorized

ପାରାଦୀପ ପୋର୍ଟ କ୍ଲବରେ ପାଳିତ ହୋଇଛି ପ୍ରେସ ଦିବସ

ପାରାଦୀପ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପକ୍ଷରୁ ପାରାଦୀପ ପୋର୍ଟ କ୍ଲବ ରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି। ଆୟୋଜିତ ଏହି ଉତ୍ସବ ରେ ପାରାଦୀପ ର ବରିଷ୍ଠ ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସାମ୍ବାଦିକ ସୁକଦେବ ଜେନା , ସାମ୍ବାଦିକ ମନୋଜ ଦାସ୍ ପ୍ରମୁଖ ଯୋଗଦେଇ ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମ ର ଭୂମିକା  ବାବଦରେ ବକ୍ତବ୍ୟ ରଖିଥିଲେ। ଏହା ସହିତ କୃତ୍ରିମ ବୁଦ୍ଦିମତା ଯୁଗରେ ଗଣମାଧ୍ୟମ ଶୀର୍ଷକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ପାରାଦୀପ ର ସମସ୍ତ କାର୍ଯ୍ୟ ରତ ସାମ୍ବାଦିକ ମାନେ ଯୋଗ ଦେଇଥିଲେ।

Related posts

ଆମେରିକାକୁ ମିଥ୍ୟା ପ୍ରମାଣ କରିବାକୁ ଚୀନ ଦେଲା ତଥ୍ୟ

mahabharatanews

କରୋନା ସଂକ୍ରମିତ ହେଲେ ଟିମର ଷ୍ଟାର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀ

mahabharatanews

ସିନଜିଆଙ୍ଗ ଅଞ୍ଚଳରେ ସଂଖ୍ୟାଲଘୁଙ୍କ ମାନବାଧିକାର ଉଲଂଘନ ନେଇ ୟୁଏନର ଚେତାବନୀ

mahabharatanews