ବିଶ୍ୱ

ୟୁ‌କ୍ରେନରେ ବଢୁଛି ପାଣି : ମୃତ୍ୟୁ ସଂଖ୍ୟା ୧୦

(ୟୁକ୍ରେନ) : ୟୁକ୍ରେନରେ  ଭୟଙ୍କର ବନ୍ୟା ଦେଖାଦେଇଛି । ୟୁକ୍ରେନର କାଖୋବକା ଡ୍ୟାମକୁ ବିସ୍ଫୋରଣରେ ଗତ ମଙ୍ଗଳବାର ଉଡ଼ାଇ ଦିଆଯାଇଛି। ବନ୍ୟାରେ ଆଜି ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଖେରସନ ଅଞ୍ଚଳର ରୁଷ୍‌ ମୁଖ୍ୟ ଭ୍ଲାଦିମିର ସାଲଦୋ ଟେଲିଗ୍ରାମରେ ଏହି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ବନ୍ୟା ଯୋଗୁ ୧୭ଟି ବସତିରେ ୨୨,୨୭୩ଟି ଘର ପ୍ରଭାବିତ କରିଛି। ଡ୍ୟାମ ବିସ୍ଫୋରଣ ପରେ ବନ୍ୟା ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ୫୮୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ୨୪୩ ଜଣ ଶିଶୁ ରହିଛନ୍ତି ।

Related posts

ବ୍ରିଟେନରେ ହେବ ଜଗନ୍ନାଥ ମନ୍ଦିର

mahabharatanews

ଆଜି ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ

mahabharatanews

ଜାହାଜ ବୁଡ଼ି ୪ ମୃତ ,୫୧ ନିଖୋଜ

mahabharatanews