ଓଡିଶା

୨ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ

ମନୋଜ ସାହୁ/ ରାୟଗଡା: ଆଜି ରାୟଗଡା ଜିଲ୍ଲାରୁ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ଜଣେ ୨୨ ବର୍ଷୀୟ ଯୁବତୀ ଅଛନ୍ତି, ଯିଏ କର୍ଣ୍ଣାଟକ ଫେରନ୍ତା ବୋଲି ଜଣପଡିଛି । ରମାନଗୁଡା ବ୍ଲକ କୁଜେନ୍ଦ୍ରୀ ଗ୍ରାମର କ୍ୱାରେଣ୍ଟାଇନ କେନ୍ଦ୍ରରେ ସେ ରହୁଥିଲେ । ଗତ ୨୯ ତାରିଖରେ କର୍ଣ୍ଣାଟକରୁ ସପରିବାର ଫେରିବା ପରେ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଥିଲେ । ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ରିପୋର୍ଟରେ ପୋଜିଟିଭ ବାହାରିଥିବା ରାୟଗଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଣେ ଆକ୍ରାନ୍ତ ମଧ୍ୟ ମହିଳା । ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ସ୍ଥିତ କୋବିଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି ।

Related posts

୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ୍ର

mahabharatanews

ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସି ନିଜେ ପାଲଟିଲେ ଶବ

mahabharatanews

ଚିଟଫଣ୍ଡ ଠକେଇ ଅଭିଯୋଗରେ ଗ୍ରୀନ ଇଣ୍ଡିଆ ମାଲିକ ପ୍ରଦୀପ ସିଂଙ୍କ ଘରେ ଚଢ଼ାଉ

mahabharatanews