Uncategorized

୪୫ ଜଣଙ୍କ ପୂର୍ବ ଆଫଗାନିସ୍ତାନ ଏୟାର ଷ୍ଟ୍ରାଇକରେ ମୃତ୍ୟୁ

ନୂଆଦିଲ୍ଲୀ: ପୂର୍ବ ଆଫଗାନିସ୍ତାନ ଏୟାର ଷ୍ଟ୍ରାଇକରେ ୪୫ଜଣଙ୍କର ମୃତ୍ୟୁ ହୋଇଛ ି ଓ ବହୁଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ସାଧାରଣ ନାଗରିକ ଏବଂ ତାଲିବାନ ସଦସ୍ୟ ଥିବା ସ୍ଥାନୀୟ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଅତି କମରେ ଅନ୍ୟୁନ ଆଠ ଜଣ ସାଧାରଣ ନାଗରିକ ପୂର୍ବ ଆଫଗାନିସ୍ତାନର ହେରାଟ ପ୍ରଦେଶର ଆଡ୍ରାସକାନ ଜିଲ୍ଲାର ରାଜ୍ୟପାଳ ଅଲି ଅହମ୍ମଦ ଫକିର ୟାର ସୂଚନା ଦେଇଛନ୍ତି ।
ଅଲିଙ୍କ ସୂଚନା ଅନୁଯାୟୀ, “ଖାମ ଜିଆରାଟ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ବାରା ହୋଇଥିବା ଏୟାର ଷ୍ଟ୍ରାଇକରେ ୪୫ଜଣ ପ୍ରାଣ ହରାଇଛନ୍ତି। ତାଲିବାନ ସଦସ୍ୟଙ୍କ ସମେତ ଆଠ ଜଣ ସାଧାରଣ ନାଗରିକଙ୍କ ଏଥିରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଆଫଗାନିସ୍ତାନ ସୈନ୍ୟଙ୍କ ଆକ୍ରମଣରେ ସାଧାରଣ ନାଗରିକ ଆହତ ହୋଇଥିବା ଅଭିଯୋଗର ଯାଞ୍ଚ କରାଯାଉଛି। ଅନୁସନ୍ଧାନର ଫଳାଫଳ ଜନସାଧାରଣ ଏବଂ ଗଣମାଧ୍ୟମ ସହିତ ସେୟାର କରାଯିବ। ଲୋକମାନଙ୍କର ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ‌କରିବା ରାଷ୍ଟ୍ରୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ବାହିନୀର ଦାୟିତ୍ବ।

Related posts

ତିନ୍ ତଲାକ୍ ପୀଡିତାଙ୍କୁ ୟୁପି ସରକାର ଦେବେ ଆର୍ଥିକ ସହାୟତା

mahabharatanews

ମାୟାନଗରୀକୁ ରେଡ ଆଲର୍ଟ

mahabharatanews

ମୋ କଥା ପ୍ରମାଣ ନ କଲେ ପଦ୍ମଶ୍ରୀ ଫେରାଇ ଦେବି: କଙ୍ଗନା

mahabharatanews