ଓଡିଶା

ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ନାହିଁ: ସମୀର

ଭୁବନେଶ୍ୱର: ପୁଣି ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ସତର୍କ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ନାହିଁ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା ଉପରେ ଅଧିକ ଆଲୋଚନାର ଆବଶକତା ରହିଛି ବୋଲି ଦାସ କହିଛନ୍ତି । ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଶ୍ରେଣୀଗତ ଶିକ୍ଷାଦାନ ଚାଲିଛି । ଏନେଇ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ, ଗୁଜୁରାଟ, ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସେଠାରେ ଧୀରେ ଧୀରେ ଲକଡାଉନ ଜାରି ହେଲାଣି । ଆଗକୁ ସ୍ଥିତି ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବରୁ ମନ୍ତ୍ରୀ ସୂଚନା ଦେଇଥିଲେ କି, ଖୁବ ଶୀଘ୍ର ସ୍କୁଲ ଖୋଲିବ । ଏନେଇ ଏସଓପି ଜାରି କରାଯିବ । ଏସଓପି ଅନୁଯାୟୀ ସ୍କୁଲ ଖୋଲିବ । ଅନ୍ୟପଟେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଥିବା ବେଳେ କିନ୍ତୁ ସମସ୍ତ ଅଙ୍ଗନୱାଡି ଖୋଲିଛି ।

Everyone can consume this medicine safely as tablet is FDA approved and offers a very few to zero side effects. cialis tadalafil Economic encouragement — Considering the long term growth in the economy of a country you are living in, purchasing Modafinil online boost the profit of pharmaceutical companies which in turn seems better for the economical success of your country.

Related posts

ମହିଳାଙ୍କୁ ଦଳି ଦେଲା ଦନ୍ତା

mahabharatanews

ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର

mahabharatanews

ପୋଲ ତଳକୁ ଖସି ଯବାନଙ୍କ ମୃତ୍ୟୁ

mahabharatanews