ଓଡିଶା

ଆଉ ୧୦ ପୁଲିସ କରୋନା ଯୋଦ୍ଧା ଭୂତାଣୁ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି, ଯାହା ରାଜ୍ୟ ପ୍ରଶାସନ ଓ ସରକାରର ମୁଣ୍ଡ ବ୍ୟଥାର କାରଣ ହୋଇଛି । ଦୈନିକ ଦେଢ ହଜାରରୁ ଉଦ୍ଧ୍ୱର୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ କରୋନା ଯୋଦ୍ଧାଙ୍କ ସଂକ୍ରମଣ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଟ୍ୱିନ ସିଟିରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିଥିବା ପୁଲିସ କରୋନା ଯୋଦ୍ଧା ସଂକ୍ରମିତ ହେବା କମିସନରେଟ ପୁଲିସକୁ ଭାରାକ୍ରାନ୍ତ କରିଛି । ପୁଣି ୧୦ଜଣ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ପରୀକ୍ଷା ପରେ ଜଣାପଡିଛି । ଏହି ସମସ୍ତ କର୍ମଚାରୀ ରିଜର୍ଭପୋଲିସର ଥିବ।। ଜଣାପଡିଛି । ଏହାକୁ ମିଶାଇ ମୋଟ୍‌ ୩୦ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Related posts

ଦୋକାନରେ ଅଗ୍ନିକାଣ୍ଡ, ୫୦ ହଜାର ଟଙ୍କାର ସାମଗ୍ରୀ ପୋଡି ପାଉଁଶ

mahabharatanews

ଭୁବନେଶ୍ୱର ବିମାନ ବନ୍ଦରରେ ହାଇ ଆଲର୍ଟ

mahabharatanews

‘ରାଜ୍ୟରେ ଜଲଦି ଆରମ୍ଭ ହେବ ସୁଭଦ୍ରା ଯୋଜନା’

mahabharatanews