ଭାରତ

ଦିଲ୍ଲୀରେ ଆଉ ନାହିଁ ବର୍ଷା 

(ଦିଲ୍ଲୀ) : ଦିଲ୍ଲୀରେ ଦୂଷିତ ବାୟୁ ପ୍ରଦୂଷଣ ଏକ ପ୍ରମୁଖ ବିଷୟବସ୍ତୁ ହୋଇଥିବା ବେଳେ ଛୋଟ ଚୌଂକ ପାଇଁ ଏହା ଘାତକ ପାଲଟିଛି । ହେଲେ ନିକଟରେ ଏହି ପ୍ରଦୂଷଣ ସାମାନ୍ୟ କମିଥିବା ରିପୋର୍ଟ ରହିଛି।

ସୂଚନାନୁଯାୟୀ , ଶନିବାର ଦିନ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସାମାନ୍ୟ ଉନ୍ନତି ଦେଖାଇଛି। ଯଦିଓ ଏହା ଏବେ ବି ‘ପୋର୍‌’ ବର୍ଗରେ ରହିଛି। ତଥାପି ସମାନ୍ୟ ପରିବର୍ତ୍ତନ ଅନୁଭବ ହୋଇଛି। ପୂର୍ବଦିନ ରାତି ଯାକ ବର୍ଷା ହେବା ପରେ ବି ଶନିବାର ଦିନ ଏୟାର୍‌ କ୍ବାଲିଟି ଇଣ୍ଡେକ୍ସ ୨୭୯ ରହିଥିଲା। ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଦିଲ୍ଲୀରେ ଆଜି କୌଣସି ବର୍ଷା ହେବାର ସମ୍ଭାବନା ନାହିଁ। ସକାଳେ ଅଳ୍ପ କୁହୁଡି ସହିତ ଆକାଶ ଆଂଶିକ ମେଘୁଆ ରହିବ ବୋଲି ବିଭାଗ କହିଛି।

Related posts

ଆଖି ବୁଜିଲା ଆଉ ଏକ ଚିତା

mahabharatanews

 ଆଇସଲ୍ୟାଣ୍ଡରେ ଭୂମିକମ୍ପ : ୨୪ ଘଣ୍ଟାରେ ୨,୨୦୦ରୁ ଅଧିକ ରେକର୍ଡ 

mahabharatanews

ଶୀତଳ ଲାଭାର ବନ୍ୟା; ୪୧ ମୃତ

mahabharatanews