Uncategorized

୨୪ ଘଣ୍ଟାରେ ଦେଶରେ ୧୦ ହଜାର ୯୫୬ ନୂଆ କରୋନା ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୧୦ ହଜାର ୯୫୬ ନୂଆ କରୋନା  ରୋଗୀ ଚିହ୍ନଟ ହୋଇଛନ୍ତି ଓ ୩୯୬ ଜଣ ମୃତ୍ୟୁବରଣ କରିଛନ୍ତି । ଏହି ନୂଆ ସଂଖ୍ୟାକୁ ମିଶାଇଲେ ଶୁକ୍ରବାର ସକାଳ ସାଢ଼େ ୯ଟା ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୫୩୫ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ୮୪୯୮କୁ ବୃଦ୍ଧି ପାଇଛି । ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧ ଲକ୍ଷ ୪୭ ହଜାର ୧୯୪ ସୁସ୍ଥ ହୋଇଥିବାବେଳେ ୧ଲକ୍ଷ ୪୧ ହଜାର ୮୪୨ ଜଣ ଚିକିତ୍ସାଧୀନ ଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କିଛିଦିନ ହେବ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ଆରୋଗ୍ୟ ହାର ଅଧିକ ରହିଛି।

Related posts

ତରଣଜୀତ ସିଂହ ସନ୍ଧୁ ଆମେରିକାକୁ ସମ୍ଭାଳିବେ

mahabharatanews

ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ନେଇପାରିବେ ଟୀକା

mahabharatanews

ପୁଣି ଏକ ଲଘୁଚାପକୁ ନେଇ ସତର୍କ କଲାଣି ଭାରତୀୟ ପାଣିପାଗ ବିଭାଗ

mahabharatanews