Uncategorized

ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ୧୧ଜଣ ଆକ୍ରାନ୍ତ

ନୂଆଦିଲ୍ଲୀ: ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ୧୧ଜଣ ଅଧିକାରୀ କରୋନା ପଜିଟିଭ ଚିହ୍ନଟ । ୧୧ଜଣକ ମଧ୍ୟରେ ଯୁଗ୍ମ ସଚିବ, ଷ୍ଟେନୋ, ମୁଖ୍ୟ ବ୍ୟକ୍ତିଗତ ସଚିବ, ବ୍ୟକ୍ତିଗତ ସଚିବ, ୬ଜଣ ମଲ୍ଟି ଟାସ୍କ ଆସିଷ୍ଟାଣ୍ଟ ଏବଂ ଡ୍ରାଇଭର ରହିଛନ୍ତି । ଗତ ସପ୍ତାହରେ ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ । ଏହା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅଧିକାରୀଙ୍କୁ ସଙ୍ଗରୋଧରେ ରଖାଯାଇ ପରୀକ୍ଷା କରାଯିବା ପରେ ଏବେ ୧୧ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।

Related posts

ଫିଲ୍ମ ଫ୍ରାଇଡରେ ରିଲିଜ ହୋଇଛି ‘ଶୁଭ ମଙ୍ଗଲ୍’ଓ ‘ଭୂତ’

mahabharatanews

ପରାମର୍ଶ ଦେବାକୁ ଇନ୍ଦିରା ଜୟସିଂ କିଏ: ନିର୍ଭୟାଙ୍କ ମା’

mahabharatanews

ଜଳଗାଓଁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧୫ ମୃତ

mahabharatanews

Leave a Comment