ଓଡିଶା

ବନ୍ଦେ ମାତରମ ୧୫୦ବର୍ଷ ଉତ୍ସବ ଓ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ

କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ର ତୁରୁମୁଙ୍ଗା ଠାରେ ବନ୍ଦେ ମାତରମ ୧୫୦ବର୍ଷ ପୂର୍ତ୍ତି ଉତ୍ସବ ଓ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ଆରମ୍ଭ ରେ ସାମୁହିକ ବନ୍ଦେ ମାତରମ୍ ସଙ୍ଗୀତ ଗାନ କରାଯାଇ ଥିଲା। କାର୍ଯ୍ୟକ୍ରମ କୁ କେନ୍ଦୁଝର ସାଂସଦ ଅନନ୍ତ ଚରଣ ନାଏକ,ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ,ଜିଲ୍ଲା ସଭାପତି ଶୁକଦେବ ମହାନ୍ତ,ରାଜ୍ୟ ପରିଷଦ ସଦସ୍ୟ ସୋମ୍ୱାରୀ ମୁଣ୍ଡା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଭାରତ କୁ କିପରି ବିଶ୍ଵଗୁରୁ କରିବା ସହିତ ସମସ୍ତେ ଆତ୍ମ ନିର୍ଭର ହୋଇ ପାରିବେ ଶୀର୍ଷକ ରହିଥିବା ବିଜେପି ର ୭ଟି ମଣ୍ଡଳ ସଭାପତି ତଥା ଶତାଧିକ ବରିଷ୍ଠ ନେତା,କର୍ମୀ ମାନେ ଉପସ୍ଥିତ ଥିଲେ।

Related posts

 ବାଦାମବାଡ଼ିରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ବିଶ୍ୱନାଥ ପଣ୍ଡିତ ପାଠାଗାର ଓ ଗବେଷଣା କେନ୍ଦ୍ର

mahabharatanews

୧୫ ଯାଏଁ ଅତି ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି

mahabharatanews

ଲଗାଣ ବର୍ଷାରେ ବେହାଲ ସୋନପୁର ସହର

mahabharatanews