ଓଡିଶା

କ୍ୟାମେରା ବିନା ଗ୍ରହଣ କରାଯିବନି ଉତ୍ତର ଖାତା

(ମହାଭାରତ): +୨ ବାର୍ଷିକ ପରୀକ୍ଷା ପୁର୍ବରୁ ପରୀକ୍ଷା କେନ୍ଦ୍ରରେ କ୍ୟାମେରା ଲଗାଇାବା ବାଧ୍ୟତାମୁଳକ । ଏନେଇ ପୁର୍ବରୁ ଶିକ୍ଷା ପରିଷଦ ସମସ୍ତ ସ୍କୁଲକୁ ଅବଗତ କରାଇଥିଲେ ମଧ୍ୟ ଏହାକୁ କିଛି ସ୍କୁଲ ଅଣଦେଖା କରୁଛନ୍ତି । ଫେବୃୟାରୀ ୧୦ ସୁଦ୍ଧା ସମସ୍ତ ସ୍କୁଲରେ ସିସିଟିଭି ଲଗାଇବାକୁ ପରୀକ୍ଷା ନିୟନ୍ତ୍ରକ ତାଗିତ କରିଛନ୍ତି । ବିନା ସିସିଟିଭିରେ ଉକ୍ତ କେନ୍ଦ୍ରରେ ପରୀକ୍ଷା ବାତିଲ କରିଦିଆ ଯିବା ସହ ନିକଟସ୍ଥ ପରୀକ୍ଷା କେନ୍ଦକୁ ଟ୍ୟାଗ କରାଯିବ । ସିସିଟିଭିରେ ପାୱାର ସହ ବ୍ୟାକଅପ ବ୍ୟବସ୍ଥା ରହିବ । ସିସିଟିଭି ନଥିବା କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ଉତ୍ତର ଖାତା ଏବଂ ଫଏଲ ଉଚ୍ଚ ଶିକ୍ଷା ପରିଷଦ ଗ୍ରହଣ କରିବ ନାହିଁ ।

Related posts

ବିଲୁପ୍ତ ହେବାକୁ ବସିଲାଣି ମହାଦ୍ରୁମ ନିମ୍ବ।

mahabharatanews

ଉଗ୍ର ରୂପ ନେଲା ସ୍ୱାମୀ ସ୍ତ୍ରୀଙ୍କ ଝଗଡା, ସ୍ତ୍ରୀର ମୁଣ୍ଡଗଣ୍ଡି କଲା ଅଲଗା

mahabharatanews

ନିତୀ ଆୟୋଗ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

mahabharatanews