Uncategorized

ଝାଡଖଣ୍ଡର ପଶ୍ଚିମ ସିଂହଭୂମିରେ ଆଇଇଡି ବିସ୍ଫୋରଣ: ୨ ଯବାନ ସହିଦ

ଝାଡଖଣ୍ଡ: ଝାଡଖଣ୍ଡର ପଶ୍ଚିମ ସିଂହଭୂମିରେ ଆଇଇଡି ବିସ୍ଫୋରଣ । ପଶ୍ଚିମ ସିଂହଭୂମର ହୋୟାତୁର ଗାଁ ନିକଟବର୍ତ୍ତୀ ଜଙ୍ଗଲରେ ଗୁରୁବାର ଏହି ଆଇଇଡି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ୩ ଯବ।।ନ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ସକାଳ ପ୍ରାୟ ୮.୪୫ରେ ହୋଇଥିଲା । ଆହତ ଯବାନଙ୍କୁ ହସ୍ପିଟାଲର ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ସିଆରପିଏଫ ୧୯୭ ବାଟାଲିୟନର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଝାଡଖଣ୍ଡ ପୁଲିସର ଯବାନ ଥିଲେ । ଘଟଣା ସମ୍ବନ୍ଧରେ ସବିଶେଷ ତଥ୍ୟ ଏପଯାବତ୍ ମିଳିପାରି ନାହିଁ ।

Related posts

ପୁରୁଣା ଫି’ରେ ଶୀତକାଳ ପଞ୍ଜିକରଣ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews

କେମିତି ରହିବ ନୂଆ ବର୍ଷ ୨୦୨୧

mahabharatanews

ଆଫଗାନରେ ଜାତିସଂଘ ଜାରି ରଖିବ ମାନବୀୟ ସହାୟତା

mahabharatanews