ଓଡିଶା

ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ଫଳ

(ଭୁବନେଶ୍ୱର) ; ଜୁଲାଇ ୩୧ ତାରିଖ ସଂନ୍ଧ୍ୟା ୬ଟାରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ଜୁଲାଇ ୩୧ ପରେ ପ୍ରକାଶ ପାଇବ କଳା ଏବଂ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ଦେଲେ ଉଚ୍ଚ ମାଦ୍ୟମିକ ଶିକ୍ଷା ପରିଷଦ । ୩୧ ପରେ କଳା ରେଜଜଲ୍ଟ ପ୍ରକାଶ ପାଇଁ ଅନୁମତି ଲୋଡିଛି ରାଜ୍ୟ । ଏ ନେଇ ସୁପ୍ରିମ କୋର୍ଟରେ ସ୍ୱତନ୍ତ୍ର ପିଟିସନ ଦାୟର କରାଯାଇଛି । ୩୧ ପରେ +୨ ରେଜଲ୍ଟ ପ୍ରକାଶ ପାଇଁ କହିଥିଲେ ସୁପ୍ରିମ କୋର୍ଟ ।

Related posts

ବଜ୍ରକ୍ଷଘାତରେ ମୃତ୍ୟୁ ହୋଇଥିବା ପରିବାରକୁ ସମବେଦନା ଜଣାଇଲେ ମନ୍ତ୍ରୀ

mahabharatanews

କ୍ଳବ ସତ୍ୟବାଦୀ ପକ୍ଷରୁ ବୁଲା କୁକୁର, ଗାଈଗୋରୁଙ୍କ ଖାଦ୍ୟ ବଣ୍ଟନ

mahabharatanews

ରାଜ୍ୟରେ  ଗତ୨୪ ଘଣ୍ଟା ମଧ୍ୟରେ ୧୧ କରୋନା ମୃତ୍ୟୁ

mahabharatanews